ବିଜେଡି ଇସ୍ତଫା ଦେଲେ ବରୀର ପୂର୍ବତନ ବିଧାୟିକ ସୁନନ୍ଦା ଦାସ

0

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ସୁନନ୍ଦା ଦାସ । ବରୀର ପୂର୍ବତନ ବିଧାୟିକ ସୁନନ୍ଦା ଦାସ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ଇସ୍ତଫା ପତ୍ର ପଠାଇଛନ୍ତି । ୫ମାସ ହେଲା ଦଳ ତାଙ୍କୁ ଅଣଦେଖା କରୁଥିବା କାରଣ ଦର୍ଶାଇ ଦଳରୁ ଇସ୍ତଫା ଦଇଛନ୍ତି ସୁନନ୍ଦା ।
ସୂଚନା ଅନୁଯାୟୀ , ସୁନନ୍ଦା ଦାସ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବରୀରୁ ବିଧାୟକ ହୋଇଥିଲେ। ତେବେ ୨୦୨୪ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେଇନଥିଲା ଦଳ ।