ସୁଶାନ୍ତ ମହାନ୍ତି ହେଲେ ରାଜ୍ୟ ସୂଚନା କମିଶନର, ନିଯୁକ୍ତି କଲେ ରାଜ୍ୟ ସରକାର

0

ଭୁବନେଶ୍ୱର: ସୁଶାନ୍ତ ମହାନ୍ତି ହେଲେ ରାଜ୍ୟ ସୂଚନା କମିଶନର । ନୂଆ ସୂଚନା କମିଶନର ନିଯୁକ୍ତି କଲେ ରାଜ୍ୟ ସରକାର । ସୁଶାନ୍ତ କୁମାର ମହାନ୍ତିଙ୍କୁ ସୂଚନା କମିଶନର ଭାବେ ନିଯୁକ୍ତି । ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।