Browsing Tag

2020 Tokyo Olympic Games

ନୀରଜଙ୍କ ନାମରେ ହେବ ଷ୍ଟାଡିୟମ

ନୂଆଦିଲ୍ଳୀ: ଭାରତ ପାଇଁ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଣିଥିବା ସୁନା ପୁଅ ନୀରଜଙ୍କ ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ । ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ କରାଯିବା ସହ ସମ୍ମାନିତ କରାଯାଉଛି । ବିଭିନ୍ନ ରାଜ୍ୟ ଏବଂ ସଂସ୍ଥା ପକ୍ଷରୁ ମିଳୁଛି ଅନେକ ପ୍ରକାରର ଉପହାର । ତେବେ ଏସବୁ…
Read More...

ଗୋଲ୍ଡେନ ବୟ ନୀରଜଙ୍କୁ ପୁଣି ସଫଳତା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଭାରତ ପାଇଁ ଐତିହାସିକ ବିଜୟ ଦେଇଥିବା ସୁନାପୁଅ ନୀରଜ ଚୋପ୍ରାଙ୍କୁ ମିଳିଛି ଆଉ ଏକ ବଡ ସଫଳତା । ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣି ଦୀର୍ଘ ଶହେ ବର୍ଷର ଅପେକ୍ଷାରେ ସେ ଲଗାଇଥିଲେ ପୂର୍ଣ୍ଣଚ୍ଛେଦ । ତେବେ ଏଭଳି ଏକ ମହାନ ସଫଳତା ଭାରତ ମାକୁ ଦେବା ପରେ ଏବେ ସେ…
Read More...

ଓଡିଆ ହକି ଖେଳାଳୀଙ୍କ ସହ ପାଣ୍ଡିଆନଙ୍କ ଆଲାଚନା

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ୪ ଜଣ ଓଡିଆ ଖେଳାଳୀଙ୍କୁ ଙେଟିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ । ଟୋକିଓ ଅଲିମ୍ପିକ୍ସରେ ନିଜ ଜଲୱା ଦେଖାଇ ଆଜି ନିଜ ରାଜ୍ୟକୁ ଫେରିଛନ୍ତି ଏହି ୪ ଖେଳାଳୀ । ଏହି ଅବସରରେ ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ…
Read More...

ସ୍ୱଦେଶ ଫେରିଲେ ଅଲିମ୍ପିକ ହିରୋ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଲେ ଅଲିମ୍ପିକ ପଦକ ବିଜେତା । ଟୋକିଓ ଅଲିମ୍ପିକ୍ସରେ ଭାରତର ଟେକ ରଖି ଘରକୁ ଫେରିଥିବା ଏହି ଉଡ୍ଡୀୟମାନ ଖେଳାଳୀମାନଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଛି । ଏମାନଙ୍କୁ ଦେଖିବା ପାଇଁ ବିମାନବନ୍ଦର ବାହାରେ…
Read More...

ସୁନା ପୁଅକୁ ବର୍ଷକ ପାଇଁ ଇଣ୍ଡିଗୋରେ ମାଗଣା ଯାତ୍ରା ସୁବିଧା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ଏପରିକି ତାଙ୍କୁ ଅନେକ ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। ଏବେ ନୀରଜଙ୍କ ପାଇଁ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋ ବଡ଼ ଘୋଷଣା କରିଛି। ଟୋକିଓରେ…
Read More...

ଭାରତକୁ ସ୍ୱର୍ଣ୍ଣ ଦେଲା ପରେ ଏବେ ଦେଶ ଦେଉଛି ସୁନା ପୁଅକୁ ଉପହାର

ନୂଆଦିଲ୍ଲୀ: ଭାରତ ପ୍ରଥମ ଥର ପାଇଁ ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ପାଇଛି । ଆଉ ଏହା ସମ୍ଭବ ହୋଇଛି ନୀରଜ ଚୋପ୍ରାଙ୍କ ପାଇଁ । ନୀରଜଙ୍କ ସ୍ୱର୍ଣ୍ଣ ଭାରତକୁ ସ୍ୱପ୍ନ ଦେଖିବା ପାଇଁ ପ୍ରେରଣା ଦେଇଛି । ହରିଆନା ତାଙ୍କୁ ୬ କୋଟି ଟଙ୍କା ସହିତ କ୍ଲାସ୍ ୱାନ୍ ସରକାରୀ ଚାକିରି ଦେବାକୁ ଘୋଷଣା…
Read More...

ଭାରତକୁ ସ୍ୱର୍ଣ୍ଣ ଉପହାର

ଟୋକିଓ(ରିପୋର୍ଟର୍ସ ଟୁଡେ): ଶେଷ ହେଲା ଦୀର୍ଘ ଶହେ ବର୍ଷର ଅପେକ୍ଷା । ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତର ପ୍ରତିଯୋଗୀ । ଭାରତ ପାଇଁ ଗୌରବ ପାଲଟିଛନ୍ତି ୨୩ ବର୍ଷୀୟ ଆଥଲେଟିକ୍ସ ନୀରଜ ଚୋପ୍ରା । ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ସୁନା ପୁଅ ପାଲଟିଛନ୍ତି…
Read More...

ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଶା

ଟୋକିଓ(ରିପୋର୍ଟର୍ସ ଟୁଡେ): ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକର ଆଶାକୁ ଦ୍ୱିଗୁଣିତ କରିଛନ୍ତି ଭାରତୀୟ ଷ୍ଟାର ଆଥଲେଟିକ୍ସ ନୀରଜ ଚୋପ୍ରା । ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ଫାଇନାଲରେ ପ୍ରବେଶ କରିବା ପରେ ଭାରତ ପାଇଁ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକର ଆଶା ଆହୁରି ବଢିଯାଇଛି ।…
Read More...

ଭାଗ ହେଲା ଅଲିମ୍ପିକ ପଦକ

ଟୋକିଓ(ରିପୋର୍ଟର୍ସ ଟୁଡେ): ଟୋକିଓରେ ଦୁଇ ଦେଶ ବଦଳରେ ଦେଖିବାକୁ ମିଳିଛି ବନ୍ଧୁତ୍ୱର ଖେଳ । ଖେଳାଳୀ ନୁହେଁ ବିଜୟ ହାସଲ କରିଛି ମାନବିକତା । ହାସଲ କରିଥିବା ପଦକ ବା ସମ୍ମାନକୁ ଭାଗ ଭାଗ କରିଛନ୍ତି ଦୁଇ ଦେଶର ଖେଳାଳୀ । ଏପରି କରି ନୂଆ ଏକ ଇତିହାସ ନିଜ ନାମରେ କରିଛନ୍ତି ଏହି ଦୁଇ ଖେଳାଳୀ ।…
Read More...

ହକି ଇଣ୍ଡିଆର ବିଜୟରେ ଖୁସି ମନାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଭାରତୀୟ ପୁରୁଷ ହକି ବିଜୟରେ ଖୁସି ମନାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ୪୧ ବର୍ଷ ପରେ ହକି ଟିମ ଅଲମ୍ପିକ୍ସର ସେମି ଫାଇନାଲକୁ ପ୍ରବେଶ କରିଛି । ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ବସି ସମ୍ପୂର୍ଣ୍ଣ ମ୍ୟାଚ ଦେଖିବା ସହ ଟ୍ୱିଟ କରି ଭାରତୀୟ ହକି ଟିମକୁ ଶୁଭେଚ୍ଛା…
Read More...