ପୂର୍ବ ବିବାଦକୁ କେନ୍ଦ୍ର କରି ଯୁବକଙ୍କୁ କରିଥିଲେ ମରଣାନ୍ତକ ଆକ୍ରମଣ..
ଗିରଫ ହେଲେ ଦୁଇ ଅଭିଯୁକ୍ତ । ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରୀ ୨୧ ତାରିଖ ସନ୍ଧ୍ୟାରେ ଅଭିଯୋଗକାରୀ ଜଣକ ବରଯାତ୍ରୀ ଦଳ ସହିତ ନନ୍ଦନକାନନ ଥାନା ଅନ୍ତର୍ଗତ ମରିଚିଆ ଗ୍ରାମକୁ ଯାଇଥିଲେ । ବରଯାତ୍ରୀ ଦଳ ରୋଷଣୀ କରି ଯାଉଥିବା ବେଳେ, ପୂର୍ବ ବିବାଦକୁ କେନ୍ଦ୍ର କରି ଦୁଇ ଅଭିଯୁକ୍ତ ଏବଂ ତାଙ୍କ…
Read More...
Read More...