ଜମ୍ମୁ-କାଶ୍ମୀରର ରାଜୌରୀରେ ଆତଙ୍କବାଦି ହମଲାରେ ଆଉ ୫ଯବାନ ସହିଦ
ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ରାଜୌରୀରେ ହୋଇଥିବା ଆତଙ୍କବାଦି ବିସ୍ଫୋରଣରେ ସହୀଦ ଯବାନଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଯବାନ ସହୀଦ ହୋଇଛନ୍ତି ।ପୂର୍ବରୁ ୨ଯବାନ ସହୀଦ ହୋଇଥିଲେ । ସେନା…
Read More...
Read More...