Browsing Tag

5t

ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ । ହେବ ଗଙ୍ଗାଧର ମେହୋର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ

ଭୁବନେଶ୍ବର: କ୍ଷେତରେ ମାଡ଼ିବ ପାଣି, ଚାଷୀ ମୁହଁରେ ଖେଳିବ ହସ। କେବଳ ବର୍ଷା ଉପରେ ଆଉ ଚାଷୀକୁ ନିର୍ଭର କରିବାକୁ ପଡ଼ିବ ନାହିଁ। ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ବରଗଡ଼ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାର ଜମି ଜଳସେଚିତ ହେବ। ଖୁବଶୀଘ୍ର ବରଗଡ଼ ଜିଲ୍ଲାବାସୀଙ୍କ ସ୍ୱପ୍ନ ପୂରଣ…
Read More...

ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।  ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି…
Read More...

୫ଟି ସଚିବଙ୍କ ୩ଦିନିଆ ଯାଜପୁର ଜିଲ୍ଲା ଗସ୍ତ, ବିଭିନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଆଜିଠାରୁ ୩ ଦିନିଆ ଯାଜପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ୫ଟି ସଚିବ ଅଗଷ୍ଟ ୨୯, ୩୧ ଓ ସେପ୍ଟେମ୍ବର ୧ ତାରିଖରେ ଯାଜପୁର ଜିଲ୍ଲାର ସମସ୍ତ ୭ଟି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ହେବାକୁ…
Read More...

ଜନତା ମଇଦାନରେ ଛାତ୍ର ଛାତ୍ରୀଙ୍କୁ ଭେଟିଲେ ୫ଟି ସଚିବ

ଭୁବନେଶ୍ୱର:ଜନତା ମଇଦାନରେ ୫ଟି ସଚିବ ଭିକେ ପାଣ୍ଡିଆନ ଛାତ୍ର ଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ଛାତ୍ର ଚାତ୍ରୀଙ୍କୁ ଭେଟିଛନ୍ତି । ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ଆରମ୍ଭ କରିଥିିଲେ ୫ଟି ସଚିବ । ଏତେ ପରିମାଣର ଛାତ୍ର ଛାତ୍ରୀ ଆସିଥିବାରୁ ସମସ୍ତଙ୍କୁ…
Read More...

5T ସଚିବଙ୍କ ମୟୂରଭଞ୍ଜ ଗସ୍ତର ଦ୍ବିତୀୟ ଦିନ, ବିକାଶ କାର୍ଯ୍ୟର କରୁଛନ୍ତି ଅନୁଧ୍ୟାନ

ମୟୂରଭଞ୍ଜ: ଦ୍ବିତୀୟ ଦିନରେ ମୟୂରଭଞ୍ଜରେ 5T ସଚିବଙ୍କ ମାରାଥନ ସମୀକ୍ଷା । ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ । ବାରିପଦାର ଛଉ ପଡ଼ିଆରେ ପହଞ୍ଚିବା ପରେ 5T ସଚିବଙ୍କୁ ରାକ୍ଷୀ ବାନ୍ଧିଲେ ସ୍ବୟଂ ସହାୟିକା । ମା’ଙ୍କ ଠାରୁ ଦାବି ପତ୍ର ଗ୍ରହଣ କରିବା ସହ…
Read More...

୫ଟି ସଚିବଙ୍କ ମୟୂରଭଞ୍ଜ ଗସ୍ତ ଦ୍ୱିତୀୟ ଦିନ, ମିଶନ ଶକ୍ତି କାଫେର ମା ମାନଙ୍କୁ ପ୍ରଶଂସା

ବାରିପଦା: ମୁଖ୍ୟମନ୍ତ୍ରୀଙ୍କ ବ୍ୟାକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଦୁିଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତର ଆଜି ଦ୍ୱିତୀୟ ଦିନ । ଗ୍ରାଉଣ୍ଡରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫ଟି ସଚିବ । ଲୋକଙ୍କ ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ ହେଉଛି । ଏହି…
Read More...

ମୟୂରଭଞ୍ଜରେ ବିକାଶର ଅନୁଧ୍ୟନ କରିବାକୁ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି 5T ସଚିବ

ମୟୂରଭଞ୍ଜ: ମୟୂରଭଞ୍ଜରେ ବିକାଶର ଅନୁଧ୍ୟନ କରିବାକୁ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି ୫ଟି ସଚିବ । ଜଶିପୁରରେ ନିର୍ବାଚନମଣ୍ଡଳୀରେ ମାହାରଦାପଳସା ମିନି ଷ୍ଟାଡିଅମରେ ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି ୫ଟି ସଚିବ । ୧୦ ହଜାରରୁ ଅଧିକ ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ କରିଛନ୍ତି । ଏସଏଚଜି ମାଆ,…
Read More...

ଆଜି ‘୫-ଟି’ ସଚିବଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ଓଡ଼ିଶା ସରକାରଙ୍କ ‘୫-ଟି’ ସଚିବ ଭିକେ ପାଣ୍ଡିଆନ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆଜି ଆସୁଛନ୍ତି। ୨ଦିନରେ ସେ ଜିଲ୍ଲାର ସମସ୍ତ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତକରି ଆୟୋଜିତ…
Read More...

କଟକ ଜିଲ୍ଲାରେ 5T ସଚିବ : ଗ୍ରାଉଣ୍ଡ ଜିରୋରେ କରୁଛନ୍ତି ସମୀକ୍ଷା

କଟକ: ଦୁଇ ଦିନିଆ ଗସ୍ତରେ ଅଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ଆଜି ଦ୍ୱିତୀୟ ଦିନ ଆରମ୍ଭ କରିଛନ୍ତି ମାଆ ଚର୍ଚ୍ଚିକା ଦର୍ଶନରୁ । ତାପରେ ମନ୍ଦିର ପ୍ରଶାସନ ଓ ସେବାୟତ ମାନଙ୍କ ସହ ଆଲୋଚନା କରିଛନ୍ତି। ମନ୍ଦିରର ବିକାଶ କେମିତି ହେବ, ସେ ନେଇ ଗ୍ରାଉଣ୍ଡ ଜିରୋ ସମୀକ୍ଷା କରିଛନ୍ତି ୫ଟି ସଚିବ।…
Read More...

୫T ସଚିବଙ୍କ ବଡ଼ ଘୋଷଣା : ବ୍ୟାଙ୍କ ନୁହେଁ, ଏଣିକି ନିଜ ପଞ୍ଚାୟତରେ ମିଳିବ ମଧୁବାବୁ ଭତ୍ତା

କଟକ: କଟକ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ ।ଆଠଗଡରେ ପହଞ୍ଚି ବିକାଶ କାର୍ଯ୍ୟର ସମିକ୍ଷା କରୁଛନ୍ତି ୫ଟି ସଚିବ । ଲୋକଙ୍କୁ ଭେଟି ଦରଖାସ୍ତ ଗ୍ରହଣ କରୁଛନ୍ତି ୫ଟି ସଚିବ । ଯେଉଁ ସବୁ ଦାବି ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଚାଷୀଙ୍କ ସମସ୍ୟାର…
Read More...