ଆପ ଛାଡିଲେ ୭ ବିଧାୟକ
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଆମ୍ ଆଦମୀ ପାର୍ଟିରେ ଅନେକ ଇସ୍ତଫା ଦେଖିବାକୁ ମିଳୁଛି। ଶୁକ୍ରବାର ଗୋଟିଏ ଦିନରେ ଦଳର ୭ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ବିଧାନସଭା ନିର୍ବାଚନରେ ମତଦାନର ମାତ୍ର ୫ ଦିନ ପୂର୍ବରୁ ତ୍ରିଲୋକପୁରୀରୁ ରୋହିତ କୁମାର, ମେହରୌଲିରୁ ନରେଶ ଯାଦବ,…
Read More...
Read More...