ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଲେ ମିଳିବ ମାଗଣା ଚିକିତ୍ସା
ଏଣିକି ରାଜରାସ୍ତାରେ ଦୁର୍ଘଟଣା ହେଲେ ମିଳିବ ମାଗଣା ଚିକିତ୍ସା । ଦୁର୍ଘଟଣାରେ ପୀଡିତ ବ୍ୟକ୍ତିଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସମଗ୍ର ଭାରତରେ ସଡ଼କ ମୃତ୍ୟୁହାରର ଧାରାକୁ ପ୍ରତିହତ କରିବା ପାଇଁ…
Read More...
Read More...