Browsing Tag

advocate

ଜିଲ୍ଲା କୋର୍ଟ କର୍ମଚାରୀ ସଂଘ ଓ ଓକିଲ ସଂଘ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଟିତ

ସୁବର୍ଣ୍ଣପୁର : ସୋନପୁର ମହାବିଦ୍ୟାଳୟ ପଡିଆ ଠାରେ ଜିଲ୍ଲା କୋର୍ଟ କର୍ମଚାରୀ ସଂଘ ଓ ଜିଲ୍ଲା ଓକିଲ ସଂଘ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଟିତ ହୋଇ ଯାଇଛି। ଜିଲ୍ଲା  କୋର୍ଟ କର୍ମଚାରୀ ସଂଘ ଦଳ ପ୍ରଥମେ ଇନିଂସ୍ ବ୍ୟାଟିଂ କରି ଜିଲ୍ଲା ଓକିଲ ସଂଘ ଦଳ କୁ ୧୬୩ ରନ୍…
Read More...

ଓକିଲଙ୍କୁ ମାଡ ଘଟଣା, ଭୁବନେଶ୍ୱର ବାରଆସୋସିଏସନ ସମର୍ଥନକରି ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ

( ଆଦର୍ଶ ରାଉତ) : ବଢି ଚାଲିଲା ପୁଲିସ ଓ ଓକିଲ ବିବାଦ, ନେଲା ଆନ୍ଦୋଳନ ର ରୂପ । କଟକ ରେ ଓକିଲ ଙ୍କୁ ପୋଲିସର ମାଡ ଘଟଣାକୁ ନିନ୍ଦାକରିଛି ହାଇକୋର୍ଟ ସମେତ ଅନ୍ୟ ବାରଆସୋସିଏସନ, ଏହାର ପ୍ରତିବାଦ ରେ ଆଜି ଦିନିକିଆ କର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି, ହାଇକୋର୍ଟ ବାର ଆସୋସିଏସନ ନେଇଥିବା…
Read More...