Browsing Tag

Air India

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ପ୍ରାଥମିକ ରିପୋର୍ଟ ଦାଖଲ କଲା AAIB

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଥମିକ ରିପୋର୍ଟ ଦାଖଲ କଲା ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (AAIB) । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିକଟରେ ରିପୋର୍ଟ ଦାଖଲ AAIB । ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରାଥମିକ ରିପୋର୍ଟ ଦାଖଲ କରିଛି AAIB ।…
Read More...

ଆଜି ଏୟାର ଇଣ୍ଡିଆର ୮ଟି ବିମାନ ଉଡ଼ାଣ ରଦ୍ଦ ହୋଇଛି

ନୂଆଦିଲ୍ଲୀ-: ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ଏୟାରଲାଇନ୍ସରେ ଚଡ଼କ ପଡିଛି । ଦୁର୍ଘଟଣା ପରେ ଯାନ୍ତ୍ରିକ ତ୍ରୁଟି, ସୁରକ୍ଷା ସହିତ ଅନେକ କାରଣ ଯୋଗୁଁ କେତେକ ଉଡ଼ାଣ ରଦ୍ଦ ହେବା ସହିତ ଅନେକ ଡାଇଭର୍ଟ କରାଯାଇଛି । ଆଜି ଏୟାର ଇଣ୍ଡିଆର ୮ଟି ବିମାନ ଉଡ଼ାଣ ରଦ୍ଦ ହୋଇଛି । ଏଥିରେ…
Read More...

ପୁଣି ଅଧା ବାଟରୁ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ-: ପୁଣି ଅଧା ବାଟରୁ ଫେରିଲା ଏୟାର ଇଣ୍ଡିଆ ବିମାନ । ପୂର୍ବ ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଜ୍ୱାଳାମୁଖୀ ଉଦଗୀରଣ ଯୋଗୁଁ ବୁଧବାର ବାଲି ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦିଲ୍ଲୀକୁ ଫେରିଆସିଛି । ଦିଲ୍ଲୀରେ ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ…
Read More...

ଯାନ୍ତ୍ରିକ ତ୍ରୁଟି ଯୋଗୁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୪ ଘଣ୍ଟା ଧରି ଫସି ରହିଲେ…

ନୂଆଦିଲ୍ଲୀ-: ବିମାନବନ୍ଦରରେ ଫସିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୪ ଘଣ୍ଟା ଧରି ଫସି ରହିଥିଲେ । ଏୟାର ଇଣ୍ଡିଆର ଏକ ବିମାନ ରନ୍‌ୱେରେ ୪ ଘଣ୍ଟା ଧରି ଫସି ରହିଥିବା ସୂଚନା ମିଳିଛି । ଆଜି ଦିଲ୍ଲୀରୁ…
Read More...

ବାରମ୍ବାର ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି…

ନୂଆଦିଲ୍ଲୀ-: ବାରମ୍ବାର ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଜେନେରାଲ (DGCA) ପକ୍ଷରୁ ମଙ୍ଗଳବାର ଏକ ବଡ଼ ବୈଠକ ବସିଛି। ବୈଠକରେ ଡିଜି ଫାଜି ଅହମ୍ମଦ କିଦୱାଇ ଅଧ୍ୟକ୍ଷତା କରିଥିଲେ। ବିମାନରେ ଦେଖାଯାଉଥିବା ଯାନ୍ତ୍ରିକ ତ୍ରୁଟି ଏବଂ…
Read More...

ବିମାନରେ ବୋମା : କେରଳ ଥିରୁଭନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆରେ ବୋମା ଆତଙ୍କ। ମୁମ୍ବାଇରୁ ଉଡାଣ ଭରିଥିବା ବିମାନରେ ବୋମା ଥିବା ସୂଚନା ମିଳିଛି । ଜରୁରୀକାଳୀନ ପରିସ୍ଥିତିରେ କେରଳ ଥିରୁଭନନ୍ତପୁରମ ବିମାନବନ୍ଦରରେ ବିମାନ ଅବତରଣ କରାଯାଇଛି । ଏୟାର ଇଣ୍ଡିଆ ୬୫୭ ମୁମ୍ବାଇରୁ ଉଡାଣ ଭରିଥିବାବେଳେ ହଠାତ ବୋମା ଥିବା ସୂଚନା…
Read More...

ଶାଢୀ ନୁହେଁ ନୂଆ ୟୁନିଫର୍ମରେ ଏୟାର ଇଣ୍ଡିଆ ଷ୍ଟାଫ୍ , ମନୀଷ ମହ୍ଲୋତ୍ରା କରିବେ ଡିଜାଇନ

ନିକଟରେ ଖବର ଆସିଥିଲା ଯେ, ଏୟାର ହଷ୍ଟେସଙ୍କ ୟୁନିଫର୍ମ ବଦଳିବ । ଏୟାର ଇଣ୍ଡିଆ କମ୍ପାନୀ ହାତକୁ ଆସିବା ପରେ ଏଥିରେ ଅନେକ ପରିମର୍ତ୍ତନ ଦେଖାଦେଇଛି । ଏବେଯାଏଁ ଏୟାର ଇଣ୍ଡିଆର ମହିଳା ମହିଳା କ୍ର୍ୟୁମେମ୍ବର ଶାଢୀ ପିନ୍ଧୁଥିଲେ । କିନ୍ତୁ ଏଣିକି ତାଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ୍ କରାଯିବ…
Read More...

ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବା ପରେ ପୁଣି ପଛକୁ ଫେରିଛି ବିମାନ

ନୂଆଦିଲ୍ଲୀ: ପଛକୁ ଫେରିଲା ଏୟାରଇଣ୍ଡିଆ ବିମାନ । ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାରଇଣ୍ଡିଆର ଏକ ଯାତ୍ରୀବାହି ବିମାନ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବା ପରେ ପୁଣି ପଛକୁ ଫେରି ଆସିଛି ବିମାନ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ପଛକୁ ଫେରିଥିବା କୁହାଯାଉଛି । ସୂଚନା ଅନୁଯାୟୀ,…
Read More...

ଏୟାର ଇଣ୍ଡିଆରେ ଶେଷ ହୋଇପାରେ ‘ମହାରାଜା’ ମାସ୍କଟ ଯୁଗ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ବେଳେ ତାହାର ମାସ୍କଟ ‘ମହାରାଜା’ ଥିଲା କଂପାନିର ଏକ ବଡ଼ ପରିଚୟ। ସେହି ସମୟରେ ବିମାନ ଯାତ୍ରାକୁ ବିଳାସର ଶୀର୍ଷ ସୀମା ବିଚାର କରାଯାଉଥିଲା। କେବଳ ଧନୀ ଲୋକ ଓ ସେଲିବ୍ରିଟିମାନେ ବିମାନରେ ଯାତ୍ରା କରୁଥିଲେ। ୧୯୪୬ରେ ଏୟାର…
Read More...

ଏୟାର ଇଣ୍ଡିଆ ବିମାନରେ ସମସ୍ତଙ୍କ ସାମ୍ନାରେ ପରିସ୍ରା କରି ଗିରଫ ହେଲେ ଯାତ୍ରୀ

ନୂଆଦିଲ୍ଲୀ : ପୁଣି ବିମାନରେ ପରିସ୍ରା କାଣ୍ଡ । ଏୟାର ଇଣ୍ଡିଆ ବିମାନରେ ଯାତ୍ରୀ କରଛନ୍ତି ଅମାନବୀୟ କାଣ୍ଡ । ହଁ ଦର୍ଶକବନ୍ଧୁ ବିମାନ ଚଟାଣରେ ସମସ୍ତଙ୍କ ସାମ୍ନାରେ ପରିସ୍ରା କରିଛହାନ୍ତି ଜଣେ ଯାତ୍ରୀ | ଏହି ଘଟଣାରେ ଗିରଫ ହୋଇଛନ୍ତି ଯାତ୍ରୀ। ମୁମ୍ବାଇରୁ ନୂଆଦିଲ୍ଲୀ ଯାଉଥିବା ଏୟାର…
Read More...