Browsing Tag

#ajad samaj party

ଆଜାଦ ସମାଜ ପାର୍ଟିର ମୁଖ୍ୟଙ୍କୁ ମରଣାନ୍ତକ ଆକ୍ରମଣ, ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ୟୁପିର ସାହାରନପୁରରେ ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ଜଣାପଡିଛି । ମିଳିଥିବା ସୂଚନାନୁସାରେ ବୁଲେଟ୍ ତାଙ୍କ ଅଣ୍ଟାରେ ଛୁଇଁ ବାହାରି ଯାଇଥିଲା । ଏହା ସହିତ ତାଙ୍କ ଗାଡିର କାଚ ମଧ୍ୟ…
Read More...