Browsing Tag

amarnath yatra

ପାହାଡି ଅଞ୍ଚଳରେ ପ୍ରବଳ ବର୍ଷା, ଅମରନାଥ ଯାତ୍ରା ସ୍ଥଗିତ

ଶ୍ରୀନଗର: ଗତ ସୋମବାରଠାରୁ କାଶ୍ମୀରରେ ପ୍ରବଳ ବର୍ଷା ଜାରି ରହିଛି । ବାଦଲଫଟା ବର୍ଷା କାରଣରୁ ଅନେକ ସ୍ଥାନରେ ଭୂସ୍ଖଳନ ପରି ସ୍ଥିତି ଉପୁଜିଛି । ଫଳରେ ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଛି। ପାହାଡ଼ି ଅଞ୍ଚଳରେ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନର ସତର୍କତା ଜାରି କରାଯାଇଛି।  ବର୍ଷା ଯୋଗୁଁ…
Read More...

ହର୍ ହର୍ ଶମ୍ଭୁରେ କମ୍ପିଲା ଗଗନ ପବନ, ଅମରନାଥକୁ ଯାତ୍ରା ଆରମ୍ଭ କଲେ ଶ୍ରଦ୍ଧାଳୁ

ଶ୍ରୀନଗର: ଆରମ୍ଭ ହେଲା ଅମରନାଥ ଯାତ୍ରା । ପବିତ୍ର ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରୀ । ଦେବଦେବ ମହାଦେବଙ୍କ ଦର୍ଶନ ପାଇଁ ବେସ୍ କ୍ୟାମ୍ପରୁ ଆରମ୍ଭ ହୋଇଛି ଯାତ୍ରା । ଧାର୍ମିକ ଭାବାବେଗ ସହ ପ୍ରଥମ ପର୍ଯ୍ୟାୟ ଯାତ୍ରୀ ବେସ୍ କ୍ୟାମ୍ପ ଛାଡ଼ିଛନ୍ତି। କିଏ ଚାଲିଚାଲି ତ କିଏ ଘୋଡ଼ା ପିଠିରେ ଯାତ୍ରା…
Read More...

ଅମରନାଥ ଯାତ୍ରା ପୂର୍ବରୁ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କାଶ୍ମୀର ଗସ୍ତ କରି ଯାତ୍ରା ପାଇଁ କରାଯାଉଥିବା…

ଶ୍ରୀନଗର-: ଅମରନାଥ ଯାତ୍ରା ପୂର୍ବରୁ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କାଶ୍ମୀର ଗସ୍ତ କରି ଯାତ୍ରା ପାଇଁ କରାଯାଉଥିବା ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ସେ କାଶ୍ମୀର ଅଞ୍ଚଳରେ ନିୟୋଜିତ ସୁରକ୍ଷା ବାହିନୀ ଏବଂ ଅଧିକାରୀମାନଙ୍କୁ ଭେଟି ସୁରକ୍ଷା ବ୍ୟବସ୍ଥା ଏବଂ…
Read More...

୫୨ ଦିନ ଧରି ପାଳନ ହେଉଥିବା ଅମରନାଥ ଯାତ୍ରା ଅବଧିକୁ ୩୮ ଦିନକୁ ହ୍ରାସ କରାଯାଇଛି

ନୂଆଦିଲ୍ଲୀ-: ହ୍ରାସହେଲା ଅମରନାଥ ଯାତ୍ରା ଅବଧି । ଚଳିତ ବର୍ଷ ବାର୍ଷିକ ଅମରନାଥ ଯାତ୍ରା ଜୁଲାଇ ୩ ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୫୨ ଦିନ ଧରି ପାଳନ ହେଉଥିବା ଅମରନାଥ ଯାତ୍ରା ଅବଧିକୁ ୩୮ ଦିନକୁ ହ୍ରାସ କରାଯାଇଛି । ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଏବଂ…
Read More...

ଅମରନାଥ ଯାତ୍ରା: ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ କରାଯାଇଛି ବଡ଼ ପରିବର୍ତ୍ତନ

ଶିବଭକ୍ତଙ୍କ ପାଇଁ ଖୁସି ଖବର । ଜୁଲାଇ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରା ପାଇଁ ଏପର୍ୟ୍ୟନ୍ତ ୩ ଲକ୍ଷ ତୀର୍ଥଯାତ୍ରୀ ଆଗୁଆ ରେଜିଷ୍ଟ୍ରେସନ କରିସାରିଛନ୍ତି । ଭଗବତୀ ନଗରରୁ ପ୍ରଥମ ପର୍ୟ୍ୟାୟରେ ଅମରନାଥ ଯାତ୍ରା ଆରମ୍ଭ ହେବ । ଶ୍ରୀ ଅମରନାଥ ଶ୍ରୀରିନ ବୋର୍ଡ ଏବଂ ସ୍ଥାନୀୟ…
Read More...