ଆଠଗଡ଼ ବନଖଣ୍ଡରେ ପୁଣି ଦନ୍ତା ହାତୀର ମୃତ୍ୟୁ
କଟକ/ ହିମାଂଶୁ ଶେଖର ସ୍ୱାଇଁ : ଆଠଗଡ଼ ବନଖଣ୍ଡ ରେ ପୁଣି ଗୋଟାଏ ଦନ୍ତା ହାତୀ ମୁତ୍ୟୁ ଘଟିଛି । ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ନୂଆବନ୍ଧ ଗ୍ରାମ ର ନୂଆତଇଲା ରେ ହାତୀ ର ମୁତ୍ୟୁ। ମୃତ ହାତୀ ର ବୟଷ ପ୍ରାୟ ୨୦ ବର୍ଷ ବୟସ ହୋଇଥିବା ଅନୁମାନ କରାଯାଉଛି । ଆଠଗଡ ବନଖଣ୍ଡ ରେ ପୁଣି ଏକ ଦନ୍ତା ହାତୀର…
Read More...
Read More...