ଭାରତ-ମିଆଁମାର ସୀମାରେ ୧୦ ଜଣ ସଶସ୍ତ୍ର ଆତଙ୍କୀ ନିହତ
ମଣିପୁର-: ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ମଣିପୁରରେ ଏବେ ଟିକିଏ ଶାନ୍ତି ଫେରିଛି । ପୂରା ମଣିପୁର ସେନା ଛାଉଣିରେ ଘେରି ରହିଥିଲେ ବି ସ୍ଥିତି ଏବେ ବି ସୁଧୁରିନି । ଏବେ ବି ଆତଙ୍କୀ କାର୍ଯ୍ୟକଳାପ ମଣିପୁରରେ ମାଡିଚାଲିଛି । ଏହାରି ଭିତରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି ।…
Read More...
Read More...