ଆସାମର ଦାରରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ
ନୂଆଦିଲ୍ଲୀ: ଜମ୍ମୁ- କାଶ୍ମୀର ର କିସ୍ତୱାର ପରେ ଥରିଲା ଆସାମର ଦାରଙ୍ଗ । ଆଜି ସକାଳ ୭ଟା ୫୪ମିନିଟ ସମୟରେ ଆସାମର ଦାରଙ୍ଗରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭାରତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ଏହି ଭୂକମ୍ପ ଝଟକାର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଛି। ଏଥିରେ…
Read More...
Read More...