ଭିଜିଲାନ୍ସ ଜାଲରେ ଏଏସଓ ମୌମ୍ୟରଂଜନ ଦାସ
ବ୍ୟୁରୋ: ଭିଜିଲାନ୍ସ ଜାଲରେ ଏଏସଓ ମୌମ୍ୟରଂଜନ ଦାସ । ଜଳସମ୍ପନ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଏଏସଓ ଥିଲେ ମୌମ୍ୟରଂଜନ ବୋଲି ଜଣାପଡିଛି । ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ସୌମ୍ୟରଂଜନ ଦାଶଙ୍କ ଦୁଇଟି ଠିକଣାରେ ଚାଲିଛି ଚଢାଉ କରିଛି ଭିଜିଲାନ୍ସ ଟିମ୍ ।
Read More...
Read More...