Browsing Tag

athagad

ହାତୀ ଶିକାର ଅଭିଯୋଗରେ ବନ ବିଭାଗ ଦ୍ୱାରା ଅଟକ ବ୍ୟକ୍ତିଙ୍କ ହେପାଜତ ମୃତ୍ୟୁକୁ ନେଇ ଉତ୍ତେଜନା

ଆଠଗଡ଼ : ଜଣେ ବ୍ୟକ୍ତିର ରେଞ୍ଜରଙ୍କ ହେପାଜତରେ ମୃତ୍ୟୁକୁ ନେଇ ରେଞ୍ଜରଙ୍କ ସମେତ ୭ ବନ କର୍ମଚାରୀ ଆଠଗଡ଼ ଥାନାରେ ଅଟକ ରଖାଯାଇଛି । ହାତୀ ହତ୍ୟା ଅଭିଯୁକ୍ତକୁ ପଚରାଉଚରା ବେଳେ ମୃତ୍ୟୁ ଅଭିଯୋଗ । କଟକ ଆଠଗଡରୁ ଆସିଛି ଏଭଳି ଅଭିଯୋଗ । ହାତୀ ହତ୍ୟା ଅଭିଯୁକ୍ତ ଧନେଶ୍ୱର ବେହେରାଙ୍କୁ ବନ ଅଧିକାରୀ…
Read More...

ଆଠଗଡ଼ରେ ଦୁଇଟି ହାତୀର ଅସ୍ଥି ଠାବ

(ଆଠଗଡ଼) : ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି କ୍ରମରେ ଆଠଗଡ଼ରେ ପୁଣି ଦୁଇଟି ଦନ୍ତାହାତୀର ଅସ୍ଥି କଙ୍କାଳ ଠାବ ହୋଇଛି । ବନ ବିଭାଗ ଏହି ଅସ୍ଥି କଙ୍କାଳ ଠାବ କରିଥିବା ବେଳେ ଏନେଇ ଆଠଗଡ଼ ଡିଏଫ୍‌ଓ ସୂଚନା ଦେଇଛନ୍ତି । ଆଠଗଡ଼…
Read More...

ବୃଦ୍ଧି ପାଉଛି ହାତୀ ମୃତ୍ୟୁ ସଂଖ୍ୟା , ପୁଣି ମୃତଦେହ ଉଦ୍ଧାର

(ଆଠଗଡ଼) : କେତେବେଳେ ଚିକିତ୍ସା ଅବସ୍ଥାରେ ତ କେତେବେଳେ ଶିକାରୀ ହାବୁଡ଼ରେ ପଡି ହାତୀମାନଙ୍କ ଜୀବନ ଯାଉଛି ।  ଏହି କ୍ରମରେ ପୁଣି ଏକ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି । ବଡ଼ମ୍ବା ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ହାତୀର ମୃତଦେହକୁ ଉଦ୍ଧାର କରିଛି ଏସଟିଏଫ୍ । ଗତକାଲି ଏକ…
Read More...

ଆଠଗଡ: ପଦ୍ମ ଛାଡି ଶଙ୍ଖ ଧରିଲେ ୨ ସରପଞ୍ଚ

(ବିରୁପାକ୍ଷ ପ୍ରଧାନ/ ଆଠଗଡ): ପଦ୍ମ ଛାଡି ଶଙ୍ଖ ଧରିଲେ ଆଠଗଡ଼ ଗୁରୁଡିଝାଟିଆ ସରପଞ୍ଚ ପ୍ରଜ୍ଞାସୁରଂଜନ ମହାପାତ୍ର ଓ ତାଙ୍କର ଶତାଧିକ ସମର୍ଥକ । ଏହା ସହ ସାମିଲ ହେଲେ ଦୋରଡ ପଞ୍ଚାୟତର ସ୍ବାଧୀନ ସରପଞ୍ଚ ଓ ସମର୍ଥକ । ଆଠଗଡ଼ ଶ୍ରୀରାମ ପ୍ୟାଲେସରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବିଧାୟକ…
Read More...