୨୦୧୯ ନିର୍ବାଚନ ପୂର୍ବରୁ ବିଜେପିକୁ ଜୋରଦାର ଝଟକା ଦେଲେ ବାବା ରାମଦେବ
( ସଂଜୁକ୍ତା): ଯୋଗଗୁରୁ ତଥା ବ୍ୟବସାୟୀ ବାବା ରାମଦେବ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିକୁ ଜୋରଦାର ଝଟକା ଦେଇଛନ୍ତି । ସେ ୨୦୧୯ ସାଧାରଣ ନିର୍ବାଚନରେ କୌଣସୀ ରାଜନୈତିକ ଦଳ ପାଇଁ ପ୍ରଚାର କରିବେ ନାହିଁ ବୋଲି କହିଛନ୍ତି । ଗତ ୨୦୧୪ ଲୋକସଭା ନିର୍ବାଚନରେ ସେ ବିଜେପିକୁ…
Read More...
Read More...