ବଲାଙ୍ଗିରର ସରକାରୀ ମେଡିକାଲ କଲେଜ ଶୌଚାଳୟରୁ ଶିଶୁକନ୍ୟା ଉଦ୍ଧାର
ବଲାଙ୍ଗିର: ପୁଣି ଅଲୋଡା ହେଲା ଶିଶୁକନ୍ୟା । ଶୌଚାଳୟରୁ ଉଦ୍ଧାର ହୋଇଛି ଶିଶୁକୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିରରେ । ବଲାଙ୍ଗିରର ସରକାରୀ ମେଡିକାଲ କଲେଜ ଶୌଚାଳୟରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଏହି ସରକାରୀ ମେଡିକାଲ କଲେଜ ହେଉଛି ଭୀମଭୋଇ ମେଡିକାଲ କଲେଜ । ଆଜି ସକାଳୁ…
Read More...
Read More...