ଧସିଲା ବୈତରଣୀ ନଦୀବନ୍ଧ : ନଦୀ ଗର୍ଭକୁ ଚାଲିଗଲା ୧୦୦ ଫୁଟରୁ ଅଧିକ ଲମ୍ବର ମାଟି ଅତଡା
ଯାଜପୁର: ଧସିଲା ବୈତରଣୀ ନଦୀବନ୍ଧ । ଦଶରଥପୁର ବ୍ଲକ କମାଡିହି ପଞ୍ଚାୟତ ବଳରାମପୁର ଗାଁରେ ଧସିଲା ନଦୀବନ୍ଧ | ପ୍ରାୟ ୧୦୦ ଫୁଟରୁ ଅଧିକ ଲମ୍ବର ଧସି ନଦୀ ଗର୍ଭରେ ଲୀନ ହୋଇଛି । ବନ୍ଧର ୭୫ ଭାଗ ଧସି ନଦୀରେ ଲୀନ ହୋଇଯାଇଛି। ଏହାଫଳରେ ଆଖପାଖ ଅଂଚଳର ୩ଟି ପଂଚାୟତର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ…
Read More...
Read More...