Browsing Tag

Baliguda police seized 455 kg of cannabis

ବାଲିଗୁଡା ପୋଲିସ ଜବତ କଲା ୪୫୫କେଜି ଗଞ୍ଜେଇ

କନ୍ଧମାଳ/ବନବାସୀ ପ୍ରଧାନ : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଗଞ୍ଜେଇ ଚାଷ ଓ ଗଞ୍ଜେଇ ଚାଲଣ । ଗଞ୍ଜେଇ ମାଫିଆମାନେ କନ୍ଧମାଳରୁ ଗଞ୍ଜେଇ ବାହାର ରାଜ୍ୟକୁ ଚାଲଣ କରି ମାଲେମାଲ ହୋଇଥାନ୍ତି । ସେଥିପାଇଁ ଗଞ୍ଜେଇ ହବ୍ ପାଲଟିଛି କନ୍ଧମାଳ ଜିଲ୍ଲା । ଗତକାଲି ବାଲିଗୁଡା ପୋଲିସ…
Read More...