Browsing Tag

baragada

୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ୍

ବରଗଡ-: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଗାଇସିଲଟ୍ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ୍ ଭିଜିଲାନ୍ସ ଜାଲରେ ପଡିଛନ୍ତି ।  ୮ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଛି । ମହିଳା କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଗତ ଏକ ବର୍ଷ ହେବ ଚାକିରିରେ ଯୋଗ ଦେଇଥିଲେ ।…
Read More...

ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଶେଷ ଦିନରେ ଶ୍ରୀ କୃଷ୍ଣଙ୍କ ହାତରେ ବଧ ହେବେ କଂସାସୁର

ବରଗଡ଼ : ଆଜି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରାରେ ପଡିବ ପୂର୍ଣ୍ଣଛେଦ।  ମହାରାଜ କଂସଙ୍କ ଅତ୍ୟାଚାରରୁ ମୁକ୍ତ ହେବେ ମଥୁରାବାସୀ । ରାଜା କଂସାଧିପତିଙ୍କର ଆଜି ହେଉଛି ଶେଷ ଦିନ ।   ବରଗଡ଼ରେ ଦୀର୍ଘ ୧୧ ଦିନଧରିଚାଲିଆସୁଥିବା ଧନୁଯାତ୍ରାରେ ଆଜି ଅଭିନୀତ ହେବ କଂସ ବଦ୍ଧର ଦୃଶ୍ୟ । ଏଥି ସହ…
Read More...

ବରଗଡରେ ଆମ୍ଭ ହୋଇ ଯାଇଛି କଂସ ମହାରାଜାଙ୍କ ରାଜୁତି

ବରଗଡ:ବରଗଡରେ ଆମ୍ଭ ହୋଇ ଯାଇଛି କଂସ ମହାରାଜାଙ୍କ ରାଜୁତି । ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଗତ କାଲି ଠାରୁ ଆରମ୍ଭ ହୋଇଯାଇଛି । ଆଜି ବରଗଡ ଧନୁ ଯାତ୍ରାର ୨ୟ ଦିନ । ଏହା ଦିର୍ଘ ୧୧ ଦିନ ଧରି ଚାଲିବାର କାର୍ଯ୍ୟକ୍ରମ ରହିଛି । ଏଥର ବରଗଡରେ ୭ କିଲୋମିଟର ପରିଧି ଭିତରେ ୧୪ ଟି ମଞ୍ଜରେ…
Read More...

ପଦ୍ମପୁର ଜିଲ୍ଲା ଗଠନ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା

ବରଗଡ : ବିଜେପୁର ବନ୍ଦ ଡାକରା। ପଦ୍ମପୁର ଜିଲ୍ଲା ଗଠନ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବରଗଡ ଜିଲ୍ଲା ବିଜେପୁର ଅଞ୍ଚଳ ନାଗରିକ କମିଟି ।ତେବେ ଏହି ମନ୍ଦ ଡାକରାରେ ସକାଳ ୬ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ତେବେ ଏହି ବନ୍ଦ ପ୍ରଭାବରେ ବିଜେପୁରର ସମସ୍ତ ଦୋକାନ…
Read More...

ବରଗଡ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପ କାମର କରିଚନ୍ତି ସମୀକ୍ଷା

ବରଗଡ : ବରଗଡ ଗସ୍ତର ଦ୍ୱିତୀୟ ଦିନରେ ୫ଟି ସଚିବ ଭିକେ ପାଣ୍ଡିଆନ । ସେଠାରେ ବିଭିନ୍ନ ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି ୫ଟି ସଚିବ । ଆଜି ଗ୍ରୀସୁଲ ଜୀରା ନଦୀ ଉପରେ ଚାଲିଥିବା କାର୍ଯ୍ୟ, ଦେଓଗାଁ ଠାରେ ଚାଲିଥିବା ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଓ ସୋହେଲା ଡାକ୍ତରଖାନା ଯାଇ ସମୀକ୍ଷା…
Read More...

ଦୁଇ ଦିନିଆ ବରଗଡ଼ ଗସ୍ତରେ 5T ସଚିବ

ଭୁବନେଶ୍ୱର : ଦୁଇ ଦିନିଆ ବରଗଡ଼ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ । ଅତାବିରା ସରଣ୍ଡାରୁ ଗସ୍ତ ଆରମ୍ଭ କରିଛନ୍ତି ଫାଇଭ୍ ଟି ସଚିବ । ଅତାବିରା ସରଣ୍ଡା ପଞ୍ଚାୟତ ହାଇସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ | ବିଭିନ୍ନ…
Read More...

ସରିଲା ଧନୁଯାତ୍ରା, ଅଧର୍ମ ଉପରେ ଧର୍ମର ବିଜୟ

ଓଡିଶା : ଅଧର୍ମ ଉପରେ  ଧର୍ମର ବିଜୟ । ଅତ୍ୟାଚାରୀ କଂସ ଦାଉରୁ ମିଳିଲା ମଥୁରାକୁ ମୁକ୍ତି । ମଞ୍ଚରୁ ପଡ଼ି ମରିଲା ମାମୁ କଂସ । ପୁଣି ମଥୁରାର ରାଜା ହେଲେ ଉଗ୍ରସେନ । କଂସବଧ ସହ ଶେଷ ହୋଇଛି ବରଗଡ଼ ଧନୁଯାତ୍ରା । ଯାତ୍ରା ଆଳରେ କୃଷ୍ଣ ଓ ବଳରାମଙ୍କୁ ମାରିବାକୁ ଯୋଜନା କରିଥିଲା କଂସାସୁର ।…
Read More...

ବକେୟା ଫସଲ ବିମା ଟଙ୍କା , ସସ୍ମିତ ପାତ୍ରଙ୍କ ଟୁଇଟ

ବରଗଡ : ବରଗଡ , ପଦ୍ମପୁର ସମେତ ସମଗ୍ର ଓଡିଶାର ଚାଷୀ ମାନଙ୍କର ବକେୟା ଫସଲ ବିମା ଟଙ୍କା ଯୋଗାଇ ଦେବାକୁ କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଉତ୍ତରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲେଖିଛନ୍ତି ଏହି ବୀମା କେନ୍ଦ୍ର ସରକାରଙ୍କ ପାଖରେ ଅଟକି ରହିଥିଲା କିନ୍ତୁ ଏବେ…
Read More...

୧୦ଲକ୍ଷ ଟଙ୍କା ଦାବିରେ ୫ବର୍ଷର ଶିଶୁପୁତ୍ରଙ୍କୁ ଅପହରଣ

ବରଗଡ(ଚିତ୍ତ ରଞ୍ଜନ ସାହୁ); ବରଗଡ଼ ସହର ଉପକଣ୍ଠ ସିମେଣ୍ଟ ନଗରରୁ ୫ବର୍ଷର ଶିଶୁପୁତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି ।ରବିବାର ସଂଦ୍ଧ୍ୟାରେ ମହମ୍ମଦ ମୁଜମ ନାମକ ଶିଶୁଟି ଖେଳୁଥିବା ବେଳେ କିଛି ଦୁବୃର୍ତ୍ତ ତାଙ୍କୁ ଉଠାଇ ନେଇଥିବା ଜଣାପଡିଛି । ତେବେ ଅପହୃତ ଶିଶୁ ବରଗଡ଼ ସିମେଣ୍ଟ…
Read More...

ଦନ୍ତାକୁ ମାରି ଦାନ୍ତ ନେଇଗଲେ ଦୁର୍ବୁତ

(ଚିତ୍ତରଞ୍ଜନ ସାହୁ): ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଅଧିନ ଡୁଙ୍ଗୁରୀ ଲେଥେର ମଝିରେ ରହିଥିବା ଜଙ୍ଗଲରେ ଗୋଟିଏ ହାତୀ ଦୁର୍ବୃତ୍ତ ଙ୍କ ଶିକାର ହୋଇଛି । ହାତୀଟି ପୁରୁଷ ଏବଂ ତାର ବୟସ ପାଖାପାଖି ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ଦୁର୍ବୃତ୍ତମାନେ ଶିକାର କରିବା ପରେ ହାତୀର…
Read More...