Browsing Tag

baragada dhanijatra

ମହାରାଜା କଂସଙ୍କ ଅତ୍ୟାଚାରରୁ ମୁକ୍ତି ପାଇଛନ୍ତି ମଥୁରାବାସୀ

ବରଗଡ: ମଞ୍ଚ ରୁ ପଡି ପ୍ରାଣ ଛାଡିଲା ମହାପ୍ରତାପୀ କଂସ । ମହାରାଜା କଂସଙ୍କ ଅତ୍ୟାଚାରରୁ ମୁକ୍ତି ପାଇଛନ୍ତି ମଥୁରାବାସୀ । ଏହାରି ଭିତରେ ଶେଷ ହୋଇ ଯାଇଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଏହାପରେ ଶ୍ରୀ କୃଷ୍ଣଙ୍କ ସହ ଖରାପ ବ୍ୟବହାର ଓ କ୍ରୁର ଶାସନ ପାଇଁ ପାପ ମୁଣ୍ଡାଇଥିବା କଂସ…
Read More...

ବରଗଡରେ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, ଦୁଲୁକିବ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ

ବରଗଡ଼ : ଆଜିଠୁ ଚାଲିବ କଂସର ରାଜୁତି । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବରେ ପରିଚିତ ବରଗଡ଼ ଧନୁଯାତ୍ରା । ପ୍ରବଳପ୍ରତାପୀ କଂସଙ୍କ ପ୍ରକୋପରେ ଥରହର ମଥୁରାନଗରୀ ପାଲଟିଥିବା ବରଗଡ ସହର ।ଦୁଇବର୍ଷ ପରେ ବିନା କଟକଣାରେ ଧନୁଯାତ୍ରା ହେଉଥିବାରୁ ସହରବାସୀଙ୍କ ମଧ୍ୟରେ ଉତ୍ସାହ…
Read More...