Browsing Tag

Baranasi

ଜ୍ଞାନବ୍ୟାପୀ ମସଜିଦ ମାମଲା

ବାରଣାସୀ: ବହୁ ଚର୍ଚ୍ଚିତ ବାରଣାସୀ ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁପକ୍ଷଙ୍କ ଆବେଦନକୁ ବାରଣାସୀ କୋର୍ଟ ଗ୍ରହଣ କରିଛନ୍ତି। ସମ୍ପୃକ୍ତ ମାମଲାରେ ବାରଣାସୀ କୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି। ଶୃଙ୍ଗାର ଗୌରୀରେ ପୂଜାପାଠ କରିବାର ଅନୁମତି ଲାଗି ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଶୁଣାଣି ପାଇଁ…
Read More...

ଜ୍ଞାନବାପୀ ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ

ବାରାଣାସୀ : ଜ୍ଞାନବାପୀ ମସଜିଦ ବିବାଦରେ ହୋଇଥିବା ସର୍ଭେ ରିପୋର୍ଟ ସୋମବାର କୋର୍ଟରେ ଦାଖଲ ହୋଇଥିଲା । ଏନେଇ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ପକ୍ଷରୁ ନିଜ ନିଜର ପକ୍ଷ ରଖିଥିଲେ । ଜିଲ୍ଲା ଜଜ ଡକ୍ଟର ଅଜୟ କ୍ରିଷ୍ଣା ବିଶ୍ୱାସଙ୍କ କୋର୍ଟରେ ପ୍ରାୟ ୪୫ ମିନିଟର ଶୁଣାଣି ହୋଇଥିଲା । ଶୁଣାଣି ଶେଷ…
Read More...

ଗଙ୍ଗାରେ ଡ଼ଙ୍ଗା ଓଲଟି ୪ ନିଖୋଜ

ବାରାଣାସୀ : ଗଙ୍ଗା ନଦୀରେ ଡ଼ଙ୍ଗା ଓଲଟି ୪ ନିଖୋଜ । ବାରାଣାସୀ ଗଙ୍ଗା ନଦୀର ପ୍ରଭୁଘାଟରେ ଘଟିଛି ଏପରି ଅଘଟଣ । ୬ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏହି ଓଲଟି ପଡ଼ିବା ଫଳରେ ସମସ୍ତେ ବୁଡ଼ି ଯାଇଥିଲେ । ଡ଼ଙ୍ଗାଚାଳକ ସେମାନଙ୍କୁ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ତେବେ ଅନ୍ୟ…
Read More...

ଜ୍ଞାନବାପୀ ମସଜିଦରେ ନୂଆ ଘଟଣା ; ନମାଜ ପଢ଼ିବାକୁ ଆଶାତୀତ ଭିଡ଼

ବାରାଣାସୀ: ବାରାଣାସୀସ୍ଥିତ ଜ୍ଞାନବାପୀ ମସଜିଦରେ ଆଜି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଶୁକ୍ରବାର ନମାଜ ପଢ଼ିବା ପାଇଁ ୧୨ଶହରୁ ଊଦ୍ଧ୍ୱର୍ ମୁସଲମାନ ଏକାଠି ହୋଇଥିଲେ । ଯେଉଁ ସ୍ଥାନରେ ୪ଶହ ଲୋକଙ୍କୁ ଦେଖିବାକୁ ମିଳୁଥିଲା, ସେଠାରେ ଆଶାତୀତ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।…
Read More...

ଶିବଲିଙ୍ଗ ନା ଫବୱାରା; ସୁରକ୍ଷା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ବାରାଣାସୀ (ଏଜେନ୍ସି): ଜ୍ଞାନବାପୀ ମସଜିଦ ପରିସରରେ ଦେଖା ଦେଇଥିବା ଶିବଲିଙ୍ଗକୁ ନେଇ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ମୁହାଁମୁହିଁ ହୋଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଦୃଶ୍ୟକୁ ନେଇ ହିନ୍ଦୁ ଏହାକୁ ଶିବଲିଙ୍ଗ କହୁଥିବାବେଳେ ମୁସଲମାନ ସଂପ୍ରଦାୟ ଏହାକୁ ଫବୱାରା ବା ଏକ…
Read More...

ମୋବାଇଲ ଦୋକାନର ନିଆରା; ଅଫର ମୋବାଇଲ କିଣିଲେ ପେଟ୍ରୋଲ ଫ୍ରି

ବାରଣାସୀ: ମୋବାଇଲ ଦୋକାନର ନିଆରା ଅଫର ମୋବାଇଲ କିଣିଲେ ପେଟ୍ରୋଲ ଫ୍ରି, ଆଉ ମୋବାଇଲ ଆସେସୋରି କିଣିଲେ ଲେମ୍ବୁ ଫ୍ରି । ଦିନକୁ ଦିନ ଦେଶରେ ପେଟ୍ରୋଲ ଓ ଲେମ୍ବୁ ଦର ବଢିବାରେ ଲାଗିଛି , ଯେଉଁ କାରଣରୁ ସାଧାରଣ ଲୋକ ଚିନ୍ତାରେ ରହୁଛନ୍ତି । ଭୀଷଣ ଗରମ ସହ ଆକାଶ ଛୁଆଁ ଦରକୁ ଧ୍ୟାନରେ ରଖି…
Read More...