Browsing Tag

baripada

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା, ସୁଭଦ୍ରାଙ୍କ ରଥ ଟାଣିବେ ମହିଳା ଭକ୍ତ

ବାରିପଦା: ବାରିପଦାରେ ଆଜି ଗଡ଼ିବ ରଥ । ପୁରୀ ରଥଯାତ୍ରା ପରଦିନ ବାରିପଦାରେ ରଥଯାତ୍ରା ହୋଇଥାଏ । ଦୁଇ ଦିନ ଧରି ଚାଲିବ । ପ୍ରଥମ ଦିନରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇ ମାଉସୀ ମାଆ ମନ୍ଦିରରେ ପହଞ୍ଚିବା ପରେ ଆରମ୍ଭ ହୁଏ ଦେବୀ ସୁଭଦ୍ରାଙ୍କ ରଥ ଟଣା । ପରମ୍ପରା ଅନୁଯାୟୀ…
Read More...

ପୂର୍ବ ଶତ୍ରୁତାକୁ ନେଇ ବାରିପଦା ଟାଉନ ଥାନା କାଳିକାପୁର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ

ବାରିପଦା-: ଗୋଷ୍ଠୀ ସଂଘର୍ଷକୁ ନେଇ ଗୁଳିମାଡ଼ ଓ ଛୁରାମାଡ଼ । ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ଜଣ ଗୁରୁତର । ଗୁରୁତରମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା। ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅଧୀନ କାଳିକାପୁର ଅଞ୍ଚଳରେ ଏହି ହିଂସା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ପୂର୍ବ…
Read More...

ବାରିପଦା ଏନଏଚ୍‌-୧୮ ଅସନଯୋଡା ନିକଟରେ ଯୁବକଙ୍କୁ ବି ଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ

ବାରିପଦା-: ଯୁବକଙ୍କୁ ବି ଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ । ବାଇକରେ ଆସି ଯୁବକଙ୍କ ଉପରକୁ ଆଖିବୁଜା ଗୁଲିବର୍ଷା କଲେ। ଏନଏଚ୍‌-୧୮ ଅସନଯୋଡା ନିକଟରେ ଜାନେ ଯୁବକଙ୍କ ଉପରକୁ ଫାୟାରିଂ କରିଛନ୍ତି ଦୁର୍ବୃତ୍ତ । ବାରିପଦାରେ ଆଜି ଏପରି ଏକ ଜଘନ୍ୟ ଅପରାଧ ଦେଖିବାକୁ ମିଲିଛି । ଦିନ…
Read More...

ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମର ଦୁଃଖ ଲୋକଙ୍କ ମନରୁ ନ ଲିଭୁଣୁ ବାରିପଦାରେ ମହିଳାଙ୍କୁ ଗଣଦୁଷ୍କର୍ମ

ବାରିପଦା-: ବହୁଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମର ମାମଲାର ତଦନ୍ତ ଚାଲିଥିବା ବେଳେ ବାରିପଦାରୁ ଆଉ ଏକ ଗଣଦୁଷ୍କର୍ମର ଖବର ସାମ୍ନାକୁ ଆସିଛି । ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମର ଦୁଃଖ ଲୋକଙ୍କ ମନରୁ ନ ଲିଭୁଣୁ ମୟୁରଭଞ୍ଜ ଜିଲ୍ଲାର ବାରିପଦାରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ…
Read More...

ବାରିପଦା, ଭଦ୍ରକରେ ଖୋଲିଲା ଚାନ୍ଦି ଭଣ୍ଡାର

ଭୁବନେଶ୍ୱର : ଆନନ୍ଦ ଓ ଉତ୍ସାହର ପର୍ବ ଦୁର୍ଗା ପୂଜାକୁ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛି ଓଡିଶା | ଏହି ଅବସରରେ ରାଜ୍ୟର ଅନ୍ୟତମ ଅଗ୍ରଣୀ ସିଲଭର ଚେନ ଛନ୍ଦି ଭଣ୍ଡାର ପରମ୍ପରା, ସୁନ୍ଦରତା ଏବଂ ସୂକ୍ଷ୍ମ କାରିଗରୀର ସ୍ବାଦକୁ ପ୍ରକାଶ କରୁଥିବା କଲେକ୍ସନଗୁଡିକ ଶଃ ପୂଜା ସେଲିବ୍ରେସନରେ…
Read More...

ଦନ୍ତା ହାତୀ ଆକ୍ରମଣରେ ଗଲା ୨ ଜଣଙ୍କ ଜୀବନ

ମୟୂରଭଞ୍ଜ: ରାଜ୍ୟରେ କମୁନି ହାତୀ ଉପଦ୍ରବ । ପୁଣି ଦନ୍ତା ଆକ୍ରମଣରେ ଗଲା ୨ଜଣଙ୍କ ଜୀବନ । ଦୀର୍ଘ ଦିନ ଧରି ଉତପାତ ମଚାଉଛନ୍ତି ଝାଡଖଣ୍ଡୀ ହାତୀପଲ । ପଶ୍ଚିମବଙ୍ଗ ପଟୁ ଏକ ଦନ୍ତା ହାତୀ ମୟୂରଭଞ୍ଜ ସୀମାକୁ ପ୍ରବେଶ କରି ଦେଉଳି, ରାସଗୋବିନ୍ଦପୁର ଓ ବେତନଟୀ ରେଞ୍ଜ ଅଞ୍ଚଳରେ ରଚିଛି ଆତଙ୍କ।…
Read More...

ବାରିପଦା ବସ୍ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା…

ଭୁବନେଶ୍ୱର : ଆଜି ହାଇଦ୍ରାବାଦରୁ ଗୟା ଯାଉଥିବା ଏକ ବସ୍ ବାରିପଦା ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଓ ୬ ଜଣ ଗୁରୁତର ଆହତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା…
Read More...

୪ ଘଣ୍ଟା ପରେ କଲରାପତରିଆ ବାଘକୁ କାବୁ କଲା ବନ ବିଭାଗ

ବାରିପଦା: ଧରା ପଡିଲା କଲରାପତରିଆ ବାଘ । ବାରିପଦା ସହର ଭିତରୁ ଧରାପଡିଲା ବାଘ । ବନ ବିଭାଗ ପହଞ୍ଚି ଟ୍ରାଙ୍କୁଲାଇଜ ଟିମ ସାହାର୍ଯ୍ୟରେ ବାଘକୁ ଦୀର୍ଘ ୪ ଘଣ୍ଟା ପରେ କାବୁ କରିଛି । ଆଜି ସକାଳେ ବାରିପଦା ସହରର ଭଞ୍ଜପୁର ଅଞ୍ଚଳରେ ଏକ ବାଘ ବୁଲୁଥିବା ଦେଖାଯାଇଥିବଲା । ଖବର ପ୍ରଚାର ହେବା ପାର…
Read More...

ଥାନାରେ ଅଟକ ଅଭିଯୁକ୍ତର ଉନ୍ମତ କାଣ୍ଡ , ମହିଳା IICଙ୍କ ଗଳା କାଟି ହତ୍ୟା ଉଦ୍ୟମ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଅଭାବନୀୟ ଘଟଣା। ଥାନାରେ ଅଟକ ଅଭିଯୁକ୍ତ ଚୋରର ଉନ୍ମତ୍ତ କାଣ୍ଡ। ମହିଳା ଆଇଆଇସିଙ୍କ ବେକକୁ ବ୍ଲେଡରେ କାଟି ହତ୍ଯା ଉଦ୍ୟମ କରିଛି ଅଟକ ଅଭିଯୁକ୍ତ। ମନ୍ଦିରରୁ ଚୋରି ଅଭିଯୋଗରେ ପୂଜକ ସୁଶାନ୍ତ ଦେଓ ଅଟକ ଥିଲେ । ତଦନ୍ତ ଚାଲିଥିବାବେଳେ ହଠାତ IIC…
Read More...

ଦୁଆରଶୁଣୀ ଘାଟିରେ ଦୁର୍ଘଟଣା : କାରକୁ ଧକ୍କା ଦେଲା ଟ୍ରକ , ୨ମହିଳା ମୃତ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି-ଦୁଆରଶୁଣି ଘାଟିରେ ଅପରାହ୍ନରେ ଏକ ଲୁହା ପଥର ବୋଝେଇ ଟ୍ରକ ଧକ୍କାରେ କାର ପଛରେ ବସିଥିବା ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି । ସେମାନେ ସମ୍ପର୍କରେ ୨ଯାଆ । ଦୁର୍ଗାପୂଜା ଅବସରରେ ଖଡଗପୁର ଏକ ପରିବାର ଘାଟିରେ ପୂଜା ପାଉଥିବା ମା ଦୁଆରଶୁଣୀଙ୍କୁ ପୂଜା…
Read More...