Browsing Tag

bhadraka

ଭଦ୍ରକରେ ୨୪ ଘଣ୍ଟା ବନ୍ଦରହିଲା ଇଣ୍ଟରନେଟ୍ ସେବା

ଭଦ୍ରକ; ବନ୍ଦ ହୋଇଛି ଇଣ୍ଟରନେଟ୍ ସେବା । ଭଦ୍ରକରେ ୨୪ ଘଣ୍ଟା ବନ୍ଦରହିଲା ଇଣ୍ଟରନେଟ୍ ସେବା । ଆଇନ ଶୃଙ୍ଖଳା କାରଣରୁ ଆଜି ସକାଳ ୬ଟାରୁ କାଲି ସକାଳ ପର୍ଯ୍ୟନ୍ତ ଏହି ଇଣ୍ଟରନେଣ୍ଟ ସେବା ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଭଦ୍ରକ ମୁନ୍ୟୁସିପାଲିଟି , ଭଦ୍ରକ ବ୍ଳକ୍ ,ଧାମନଗର,…
Read More...

ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଗୁଡୁପୋଖରୀରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ;୧୬୩ଧାରା ବଳବତ୍ତର

ଭଦ୍ରକ;ଗୋଷ୍ଠି ସଂଘର୍ଷ ପାଇଁ ୧୬୩ ଧାରା ଲାଗୁ ହୋଇଛି । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଗୁଡୁପୋଖରୀରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଯେଉଁଥିରେ ପରିସ୍ଥିତି ଜଟିଳ ହେବାରୁ ୧୬୩ଧାରା ବଳବତ୍ତର ରହିଛି । ଘଟଣାକୁ ଶାନ୍ତ ପକେଇବାକୁ ଶାନ୍ତି କମିଟି ଡାକି ପରିସ୍ଥିତି ନିୟନ୍ତ୍ରଣ ଆଣିବାକୁ…
Read More...