ମେ’ ପହିଲାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
କେନ୍ଦ୍ରାପଡା: ମେ’ ମାସ ଆରମ୍ଭରୁ ବନ୍ଦ ରହିବ ଭିତର କନିକା ଜାତୀୟ ଉଦ୍ୟାନ । ଏହି ସମୟରେ କୁମ୍ଭୀର ମାନଙ୍କର ପ୍ରଜନନ ଋତୁ ଥିବାରୁ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି କୁହାଯାଉଛି । ତେବେ ଏହି ସମୟରେ କୁମ୍ଭିର ମାନେ ନଦୀ ନାଳମାନଙ୍କରେ ବସା ବାନ୍ଧି ଅଣ୍ଡା ଦେବେ। ସେମାନଙ୍କ ମିଳନ ପର୍ବ ଓ…
Read More...
Read More...