Browsing Tag

Bhubaaneswar

ହେଲମେଟ୍ ଚେକିଂ ବେଳେ ପୁଲିସ୍ କର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇଲେ ଚାଳକ

ଭୁବନେଶ୍ୱର : ପୁଲିସ୍ ପାଇଁ କାଳ ହେଲା ହେଲମେଟ୍ ଚେକିଂ। ଇନ୍ଫୋସିଟି ଛକରେ ହେଲମେଟ୍ ଚେକିଂ ବେଳେ ପୁଲିସ୍ କର୍ମୀଙ୍କର ଭାଙ୍ଗିଲା ଗୋଡ଼। ବିନା ହେଲମେଟରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଅଟକାଇବାରୁ ପୁଲିସ୍ କର୍ମୀଙ୍କ ଉପରେ ଚଢ଼ାଇଲେ ବାଇକ୍। ଜଣଙ୍କର ଗୋଡ଼ ଭାଙ୍ଗିଥିବା ବେଳେ ଅନ୍ୟ ଜଣେ…
Read More...

ମୁଖ୍ୟମନ୍ତ୍ରୀ: କଟକ ବାରବାଟୀ ସମେତ ୫ଟି ମ୍ୟୁନିସିପାଲ କର୍ପୋରେସନରେ ହକି ବିଶ୍ୱକପ୍ ଉତ୍ସବ ପାଳନ କରାଯିବ

ଭୁବନେଶ୍ୱର : ଆରମ୍ଭ ହେବାକୁ ଯାଉଛି FIH ପୁରୁଷ ହକି ବିଶ୍ୱକପ୍ । FIH ପୁରୁଷ ବିଶ୍ବ କପ୍ ହକି-୨୦୨୩ ଭୁବନେଶ୍ବର ଏବଂ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ୧୩ ଜାନୁଆରୀ ରୁ ଆରମ୍ଭ ହୋଇ ୨୯ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ଏହି ମର୍ୟ୍ୟାଦାଜନକ ପ୍ରତିଯୋଗିତାରେ ବିଶ୍ବର ୧୬ ଟି ଦଳ…
Read More...

ରାଜ୍ୟରେ ୧୦୦୦ ପାର୍ ହେଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣର ମାତ୍ରା । ଆଜି ରାଜ୍ୟରେ ୧୦୦୦ ଟପିଛି ଦୈନିକ ସଂକ୍ରମଣର ମାତ୍ରା । ୨୪ ଘଣ୍ଟା ଭିତରେ ୧୦୪୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ବର୍ଗରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୦୯ ଓ…
Read More...

କେନ୍ଦ୍ର ରେଳମନ୍ତ୍ରୀ ଉଦଘାଟନ କରିବେ ବିଶାଖାପାଟଣା କୋରାପୁଟ ସ୍ପେସାଲ ପାସେଞ୍ଜର ଟ୍ରେନ

ଭୂବନେଶ୍ୱର : ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସୁଛନ୍ତି । ଆଜି ସେ ବିଶାଖାପାଟଣା କୋରାପୁଟ ସ୍ପେଶାଲ ଦୈନିକ ଟ୍ରେନକୁ ଅପରାହ୍ନ ୪ଘଟିକା ସମୟରେ ଉଦଘାଟନ କରିବେ । ଟ୍ରେନଟି ୨୩ ତାରିଖରୁ ପ୍ରତିଦିନ ସକାଳ ୬ଟା ୩୦ ମିନିଟରେ ଛାଡିବ ଓ ୨୪ ତାରିଖରୁ ସକାଳ ୮ଟା ୧୦…
Read More...

ସଲୁ-ସୋନାକ୍ଷୀଙ୍କ ନିର୍ବନ୍ଧ!

ମୁମ୍ବାଇ-ବିବାହ କରିବାକୁ ଯାଉଛନ୍ତି ଦବଙ୍ଗ ଖାନ୍ । ଜଣାଶୁଣା ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଭାଇଜାନ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଏବେ ସୋସିଆଲ ମିଡଆରେ ସଲମାନ୍ ଖାନଙ୍କ ବର ବେଶ ଏବଂ ସୋନାକ୍ଷୀ ସିହ୍ନା ଦୁଲହନ ବେଶରେ ସଜେଇ ହୋଇଥିବାର ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକୁ…
Read More...

ଜମ୍ମୁ-କାଶ୍ମୀର: କେନ୍ଦ୍ରୀୟ ଯୋଜନାକୁ ଉପରାଜ୍ୟପାଳଙ୍କ ଗୁରୁତ୍ୱ

(ରିପୋଟର୍ସ ଟୁଡେ,ନୂଆଦିଲ୍ଲୀ): ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ରାଜ୍ୟରେ ଅର୍ଥର ସଠିକ ସମୟରେ ସଦୁପଯୋଗ ପ୍ରତି ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ବିଭିନ୍ନ କେନ୍ଦ୍ରୀୟ ଯୋଜନାଗୁଡିକର ସୁଫଳ ଯେପରି ରାଜ୍ୟର ଜନସାଧାରଣଙ୍କ ନିକଟରେ ପହଞ୍ଚିବ ସେ ଦିଗରେ ଧ୍ୟାନ…
Read More...

ବାତ୍ୟା ବିପର୍ଯ୍ୟୟ ପାକ୍ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟାୟ ପ୍ରଶମନ ଦିବସ ପାଳିତ

(ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ରାଜ୍ୟ ବିପର୍ଯ୍ୟୟ ପାକ୍ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟାୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ…
Read More...

ସୁବର୍ଣ୍ଣପୁର ପୋଲିସକୁ ମିଳିଲା ଆଉ ଏକ ସଫଳତା

(ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ପୋଲିସ ହାତରେ ଆଉ ଜଣେ ଚୋର ଧରାପଡ଼ିଛି । ଆଜି ଏସ୍.ଡି.ପି.ଓ ନିହାର ରଞ୍ଜନ ପଣ୍ଡାଙ୍କ ନେତ୍ୱତରେ ପୋଲିସ ଏକ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଧୋବା ବାହାଲି ଗ୍ରାମର ଅଜିତ ବିଶି ଗତ ୧୨ ତାରିଖ ସୋନପୁର ତିଲକ୍ ନଗରର ରେଡି ଗଙ୍ଗାରାଜୁଙ୍କ ଘରୁ…
Read More...

ବସ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

(ତାରାକାନ୍ତ ନାୟକ): କଟକ ଜିଲ୍ଲା ଚାନ୍ଦବାଲିରାସ୍ତାର ବାଲିସାହି ପେଟ୍ରୋଲ ପମ୍ପ ସମ୍ନାରେ ଘଟିଛି ସଡକ ଦୁର୍ଘଟଣା । ଆଜି ସକାଳେ "ପପୁ' ନାମକ ଏକ ଘରୋଇ ବସ କେନ୍ଦ୍ରାପଡାରୁ କଟକ ଯିବା ସମୟରେ ସମ୍ନାରୁ ଆସୁଥିବା ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ସାଇକେଲ ଆରୋହୀଙ୍କୁ…
Read More...

ବିଜେପିର କାର୍ୟ୍ୟକାରିଣୀ ବୈଠକ ଆରମ୍ଭ

(ସୈାମ୍ୟ ରଞ୍ଚନ ବିଶ୍ୱାଳ): ଆଗକୁ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । ସେଥିପାଇଁ ସମସ୍ତ ଦଳ ପ୍ରସ୍ତୁତ ହୋଇସାରିଲାଣି । ଏହି ନିର୍ବାଚନ ପାଇଁ ଏବେ ରଣନିତି ପ୍ରସ୍ତୁତି କରିବ ବିଜେପି । ସେଥିପାଇଁ ଆଜି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକ ଆରମ୍ଭ ହେଉଛି । ବିଜେପି…
Read More...