Browsing Tag

bhuban

ଦୁଇ ବାଇକ ମୁହାଁମୁହିଁ ଧକ୍କା ଦୁଇ ଜଣ ଗୁରୁତର

ଭୁବନ/କଳ୍ପତରୁ ଜେନା: ଭୁବନ ଢେଙ୍କାନାଳ ମୁଖ୍ୟ ରାସ୍ତାରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା। ଭୁବନର ବାରିଜଙ୍ଗ ଛକ ନିକଟରେ ଦୁହିଁଙ୍କର ମୁହାଁମୁହିଁ ଧକା ହୋଇଥିଲା । ଦୁର୍ଘଟଣାରେ ଦୁଇ ଜଣଙ୍କର ହାତ ଗୋଡ ଭାଙ୍ଗିଥିବା ଜଣାପଡିଛି। ଉଭୟ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ…
Read More...

ଗାଈ ସହିତ ଧକ୍କା , ମାଆପୁଅ ଗୁରୁତର

ଭୁବନ/ କଳ୍ପତରୁ ଜେନା: ଗାଈ ସହିତ ଧକ୍କା , ମାଆପୁଅ ଗୁରୁତର । ଏ ଭଳି ଅଭାବନୀୟ ଘଟଣା ଘଟିଛି  ଯାଜପୁର ଜିଲ୍ଲା ସୁକିନ୍ଦାରୁ ଭୁବନରେ ।  ମା ପୁଅ ଏକ ବାଇକ ଯୋଗେ ଆସୁଥିବା ସମୟରେ ବାଉଁଶକଣ ନିକଟରେ ଏକ ଗାଇ ସହିତ  ଧକ୍କା ହୋଇଥିଲା । ତେବେ ବାଇକରେ ବସିଥିବା ମହିଳା ଗୁରୁତର ହୋଇ ଭୁବନ…
Read More...

ବାଇକକୁ ପିଟିଲା ଟ୍ରକ, ୨ ଜଣ ଗୁରୁତର

ଭୁବନ/ କଳ୍ପତରୁ ଜେନା: ବାଇକକୁ ପିଟିଲା ଟ୍ରକ, ୨ ଜଣ ଗୁରୁତର । ଏ ଭଳି ଅଭାବନୀୟ ଘଟଣା ଘଟିଛି ଭୁବନ  କଲେଜ ଛକରେ। ତେବେ ଦୁର୍ଘଟଣାରେ ଜଣେ ଜେଲର ସହିତ ଆଉ ଜଣେ ମହିଳା ଗୁରୁତର ହୋଇଛନ୍ତି । ସୂଚାନୁସାରେ ,  ଯାଜପୁର ଜେଲର ଜେଲର ପପୁ ପ୍ରଶାଦ ମହାରଣା ଏକ ବାଇକ ଯୋଗେ ଶଶୁର ଘରୁ ଫେରୁଥିଲେ ।…
Read More...

ବ୍ରହ୍ମକୁମାରୀ ବିଶ୍ୱ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତ୍ରୀ ଦାଦି ପ୍ରକାଶମଣିଜୀଙ୍କର ପନ୍ଦର ତମ ଶ୍ରଦ୍ଧାଞ୍ଜଳୀ ଦିବସ

ଭୁବନ/କଳ୍ପତରୁ ଜେନା: ଦାଦି ପ୍ରକାଶମଣିଜୀଙ୍କର ପନ୍ଦର ତମ ଶ୍ରଦ୍ଧାଞ୍ଜଳୀ ଦିବସ । ପ୍ରଜାପିତା ଇଶ୍ୱରୀୟ ବ୍ରହ୍ମକୁମାରୀବିଶ୍ୱ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତ୍ରୀ ତଥା ସଂସ୍ଥାର ଦାଦି ଆମା ଭାବରେ ସର୍ବତ୍ର ପରିଚିତ ଦାଦି ପ୍ରକାଶମଣିଜୀଙ୍କର ପନ୍ଦର ତମ ଶ୍ରଦ୍ଧାଞ୍ଜଳୀ ଦିବସ । ଯାହାକି ସଂସ୍ଥା…
Read More...

ଫେଲ ମାରିଲା କଳା ପଲସର ଗ୍ୟାଙ୍ଗ : ଲୁଟି ପାରିଲେନି ତିନି ଲକ୍ଷ ଟଙ୍କା

ଭୁବନ/କଳ୍ପତରୁ ଜେନା : ଢେଙ୍କାନାଳ ଜିଲ୍ଲା ଭୁବନ କାନରା ବ୍ୟାଙ୍କରୁ ତିନି ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ଦୁଇ ଜଣ ଏକ କଳା ପଲସରରେ ପିଛା କରି ଟଙ୍କା ଭର୍ତ୍ତୀ ଭ୍ୟାନିଟକୁ ଛଡାଉଥିବା ସମୟରେ ଦୁଇ ମହିଳାଙ୍କଠାରୁ ଛଡାଇ ନପାରି ଫେରାର ହୋଇଥିଲେ । ତେବେ ଘଟଣାରୁ ଜଣାପଡିଛି ଯେ ଭୁବନ…
Read More...

ସୁରପ୍ରତାପପୁର ସେବା ସମବାୟ ସମିତିରେ ବୋର୍ଡ ବୈଠକ ଅନୁଷ୍ଠିତ

ଭୁବନ/କଳ୍ପତରୁ ଜେନା: ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ସେବା ସମବାୟ ସମିତିରେ ଆଜି ଅନୁଷ୍ଠିତ ହୋଇଛି ବୋର୍ଡ ବୈଠକ । ନବ ନିର୍ବାଚିତ ସେବା ସମବାୟ ସମିତିର ସଭାପତି ପୁଷ୍ପଲତା ରାଉତଙ୍କ ଅଧ୍ୟକ୍ଷତାରେ ଉପସଭାପତିଙ୍କ ସମେତ ପନ୍ଦର ଜଣ ଡାଇରେକ୍ଟର ଯୋଗଦେଇଥିଲେ । ଏହି ବୈଠକରେ ଚାଷୀମାନଙ୍କର…
Read More...

ବଜ୍ରଘାତରେ ଯୁବକ ମୃତ

ଭୁବନ: ଭୁବନ ଥାନା ଅଧିନ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମର ଯୁବକ ବାସୁଦେବ ସାହୁ (32) ମୃଦଙ୍ଗା ପଞ୍ଚାୟତ ସ୍ଥିତ ମହୁଲପାଳ ହାଟ ନୀକଟରେ ଥିବା ବିଲକୁ ଧାନ ତଳି ପକାଇବାକୁ ଯାଇଥିଲେ । ରାସ୍ତାକଡ ବିଲରେ କାର୍ଯ୍ୟ କରୁଥିବା ସମୟରେ ଦିନ ଗୋଟାଏ ସମୟରେ ହୋଇଥିବା ବଜ୍ରପାତ ହେତୁ ଆହାତ ଅବସ୍ଥାରେ…
Read More...

ତେଜରାତି ଦୋକନରେ ଭୟାଭହ ଅଗ୍ନିକାଣ୍ଡ

ଭୁବନ : ଢେଙ୍କାନାଳ ଭୁବନରେ ଭୟାଭହ ଅଗ୍ନିକାଣ୍ଡ। ଏକ ତେଜରାତି ଦୋକନରେ ଭୟାଭଅ ଅଗ୍ନିକାଣ୍ଡ ଘଟିଛି। ଭୁବନ ବ୍ଲକ ଜିରାଳ ବଡବଜାରେ ଥିବା ପୂର୍ଣ୍ଣଚନ୍ଦ୍ର ସାହୁ ଓ ଅଭିମନ୍ୟୁ ସାହୁଙ୍କ ଦୋକନରେ ଅଗ୍ନିକାଣ୍ଡ ଘଟି ୪୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ପୋଡିଯାଇଛି । ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର…
Read More...

ବିଦ୍ୟୁତ ନେଲା ଯୁବକଙ୍କ ଜୀବନ

ଭୁବନ -ଏଲ ଆଇ ପଏଣ୍ଟରେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଭୁବନ ଥାନା ଗୋବିନ୍ଦ ବିଦ୍ୟାଧରପୁର ଗ୍ରାମର ପବିତ୍ର ମଲ୍ଲିକ । ସେ ଆଜି ସକାଳେ ଶୌଚ ପାଇଁ ରାମିଆଳ ନଦୀକୁ ଯାଇଥିବା ବେଳେ ତାଙ୍କ ଦେହରେ ଏଲ ଆଇ ପଏଣ୍ଟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ…
Read More...