Browsing Tag

bhubaneswer

ଆଧୁନିକ ଭିତ୍ତିଭୂମି କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ , ମେଟ୍ରୋ ରେଲ୍ ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତି ରଖିଲେ…

ଭୁବନେଶ୍ବର : ପରିବହନ କ୍ଷେତ୍ରରେ  ଆରମ୍ଭ  ହେବ  ନୂଆ ଯୁଗ । focus  କମ୍  ସମୟ କମ୍ ଖର୍ଚ୍ଚରେ  ସୁରକ୍ଷିତ  ଯାତ୍ରା।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ମେଟ୍ରୋ ରେଲ୍‌ର ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ଏହି ଅବସରରେ ବାରଙ୍ଗ ରତାଗଡଠାରେ ଆୟୋଜିତ ଏକ…
Read More...

କାର୍‌ ଓ ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ

ସେମିଳିଗୁଡ଼ା (ଦଶରଥ ମାଛ) : କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ କକ୍ରିଗୁଡ଼ା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ।ତେବେ ଏହି ଘଟଣା ଘଟିଛି ସେମିଳିଗୁଡ଼ା ଥାନା ଅନ୍ତର୍ଗତ ୨୬ନଂ ଜାତୀୟ ରାଜପଥର କକ୍ରିଗୁଡ଼ା ଛକରେ। ସୂଚନା ଅନୁଯାୟୀ,କକ୍ରିଗୁଡ଼ା ଛକ…
Read More...

ଆସନ୍ତାକାଲି ଅବସର ଗ୍ରହଣ କରିବେ ପୋଲିସ ଡିଜି ସୁନୀଲ ବଂଶଲ

ଭୁବନେଶ୍ୱର : ଆସନ୍ତାକାଲି ଅବସର ନେବେ ପୋଲିସ ଡିଜି ସୁନୀଲ ବଂଶଲ । ଏହା ପୂର୍ବରୁ ପରବର୍ତୀ ଡିଜି ନାମ ଚୂଡାନ୍ତ ହୋଇପାରିନାହିଁ । ବରିଷ୍ଠ ଦୃଷ୍ଟିରୁ ୩ଜଣଙ୍କ ନାଁ ସୁପାରିସ କରିବା କଥା ଏଯାଏଁ ଆସିପାରିନାହିଁ । ତେଣୁ ନୂଆ ବର୍ଷରୁ ନୂଆ ଡିଜିପି ନିଯୁକ୍ତ ହେବା ସମ୍ଭାବନା କମ୍ । ତେଣୁ…
Read More...

ଜାରିହେଲା ବିଏମ୍‌ସିର ସ୍ବତନ୍ତ୍ର ନିର୍ଦ୍ଦେଶନାମା , ଡେରିରେ ଅଫିସ୍ ଆସିଲେ ଦରମା ବନ୍ଦ

ଭୁବନେଶ୍ୱର : ଜାରିହେଲା ବିଏମ୍‌ସିର ସ୍ବତନ୍ତ୍ର ନିର୍ଦ୍ଦେଶନାମା। ଡେରିରେ ଅଫିସ୍ ଆସିଲେ ଦରମା ବନ୍ଦ। ବିଏମ୍‌ସି କର୍ମଚାରୀମାନଙ୍କ ବିଳମ୍ବରେ ଅଫିସ ଆସିବା ଆଉ ବରଦାସ୍ତ କରାଯିବ ନାହିଁ । ବିଏମ୍‌ସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ୯.୪୫ରୁ ୧୦.୧୫ ମଧ୍ୟରେ ପହଞ୍ଚିବେ। ଅଧିକରୁ…
Read More...

ନନ୍ଦନକାନନକୁ ଆସିବ ଚିତା ବାଘ : PCCF ସୁଶାନ୍ତ ନନ୍ଦଙ୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ଚିତାବାଘ । ଜାନୁଆରୀ ମାସରେ ଆସିବ ଚିତା । ଦୁବାଇ ଚିଡିଆଖାନା ସହ ପ୍ରାଣୀ ବଦଳ ପ୍ରକ୍ରିୟାରେ ଆସିବ ଚିତା ବାଘ । କେବଳ ଚିତା ବାଘ ନୁହେଁ ଦୁଇ ଧଳା ସିଂଘ ଶବକକୁ ମଧ୍ୟ ଦୁବାଇରୁ ଅଣାଯିବ । ଆଲିପୁର ଚିଡିଆଖାନାରୁ ଆଉ ଏକ ଜିରାଫ…
Read More...

ଓଡ଼ିଶାରେ ଆଉ ୨କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦୁଇ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୫କୁ ବୃଦ୍ଧି ହୋଇଛି । ଆକ୍ରନ୍ତଙ୍କ ସଂକ୍ୟା ବଢିବାରୁ ତତ୍ପର ହୋଇଛି ଗଂଜାମ ଜିଲ୍ଲା ପ୍ରଶାସନ । ମାସ୍କ ପିନ୍ଧିବା ସହିତ ସମାଜିତ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି । ଥଣ୍ଡା, କାଶ, ଜ୍ୱର…
Read More...

ଘର ଛାଡିବାକୁ କହିବାରୁ ଘର ମାଲିକଙ୍କୁ ପିଟିପିଟି ହତ୍ୟା

କାମାକ୍ଷାନଗର : ଘର ମାଲିକଙ୍କୁ ପିଟିପିଟି ହତ୍ୟା । ଘର ଛାଡିବାକୁ କହିବାରୁ ଘର ମାଲିକଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରି ଏକ ଘଟଣା ଘଟିଛି କାମାକ୍ଷାନଗର ଥାନା ବାଉଁଶ ପାଳ ଗାଁ ନୂଆ ଶଅରସାହିରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ବାଉଁଶପାଳ ସରସାହିର ରୋହିତ ପ୍ରଧାନ ।…
Read More...

ଯୋରନ୍ଦା ମହିମା ପୀଠର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ ପାଇଁ ଭୂମିପୂଜନ , ଖର୍ଚ୍ଚ ହେବ ୧୧୨ କୋଟି

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ପ୍ରସିଦ୍ଧ ମହିମା ପୀଠ ଢେଙ୍କାନାଳ ଜିଲ୍ଲା ଯୋରନ୍ଦାଠାରେ ଉପାସନା ପୀଠ ଓ ବତୀ ମଣ୍ଡପ ନିର୍ମାଣ, ଭବ୍ୟ ମହିମା ଗାଦି ଶୂନ୍ୟ ମଣ୍ଡପ ନିର୍ମାଣ ଏବଂ ମହିମା ଗାଦି ଚତୁପାର୍ଶ୍ୱ ଉନ୍ନତିକରଣ କାର୍ଯ୍ୟର ଭୂମି ପୂଜନ କରିଛନ୍ତି।…
Read More...

ଏଣିକି ଆଧାର ସହ ଲିଙ୍କ ହୋଇପାରେ ସମ୍ପତ୍ତିର କାଗଜପତ୍ରକ !

ନୂଆଦିଲ୍ଲୀ : ନିଜର କେତେ ସମ୍ପତ୍ତି ରହିଛି , ଏଣିକି ସବୁ କାଗଜପତ୍ରରରେ ଲିଙ୍କ ହେବ ଆଧାର କର୍ଡ! ଆଧାରକାର୍ଡ ସହ ବ୍ୟକ୍ତିଙ୍କର ସମ୍ପତ୍ତି ତାଲିକା ଲିଙ୍କ କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି । ବଢୁଥିବା ଭ୍ରଷ୍ଟାଚାର, କଳା ଧନ ଓ ବେନାମୀ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ…
Read More...

କଳିଙ୍ଗ ଷ୍ଟାଡିୟମ ସାମ୍ନାରେ ଜଳିଗଲା ଭେଡିଙ୍ଗ ଜୋନ , ୧୧ ଦୋକାନ ପୋଡି ନଷ୍ଟ

ଭୁବନେଶ୍ୱର : ଜଳିଗଲା ଭେଣ୍ଡିଙ୍ଗ ଜୋନ । ରାଜଧାନୀର ଭେଣ୍ଡିଙ୍କଗ ଜୋନରେ ବଡଧରଣର ଅଗ୍ନିକାଣ୍ଡ । କଳିଙ୍ଗ ଷ୍ଟାଡିୟମ ସାମ୍ନାରେ ଥିବା ଭେଡିଙ୍ଗ ଯୋନରେ ନିଆଁ ଲାଗି ୧୧ ଦୋକାନ ପୋଡିଯାଇଛି । ଆଜି ଭୋର ୪ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି…
Read More...