Browsing Tag

bidhana sabha

ଲୋକସେବା ଭବନ କନଭେନସନ ହଲରେ ବସିବ ଅଧିବେଶନ ପୂର୍ବରୁ ପ୍ରାକ୍ ବଜେଟ ବୈଠକ

ଭୁବନେଶ୍ୱର: ରାଜ୍ୟ ବଜେଟ୍ ଅଧିବେଶନ ପୂର୍ବରୁ ବସିବ ପ୍ରାକ୍ ବଜେଟ୍ ବୈଠକ। ଏହି ଗୁରୁତ୍ବପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ଲୋକସେବା ଭବନ କନଭେନସନ ହଲରେ ବସିବ ବୈଠକ। ୨୦୨୫-୨୬ଆର୍ଥିକ ବର୍ଷ ପାଇଁ ହେବ ବିଚାର ବିମର୍ଶ ହେବ। ରାଜ୍ୟବାସୀଙ୍କ ସ୍ବାର୍ଥ…
Read More...

ଶୂନ୍ୟକାଳରେ ମାଲକାନଗିରି ଏବଂ କୋରାପୁଟରେ ବଡ ବର୍ଷା ଓ ବନ୍ୟା କ୍ଷୟକ୍ଷତି ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର:  ଶୂନ୍ୟକାଳରେ ମାଲକାନଗିରି ଏବଂ କୋରାପୁଟରେ ବଡ ବର୍ଷା ଓ ବନ୍ୟା କ୍ଷୟକ୍ଷତି ନେଇ ପ୍ରଶ୍ନ ଉଠାଇଲେ ପ୍ରତାପ ଦେବ | ପାଣି ପାଗ ସୂଚନା ଦିଆଯାଇଥିଲା ଦକ୍ଷିଣ ଓଡ଼ିଶାର ମାଲକାନଗିରି ଓ କୋରାପୁଟ, ରାୟଗଡା ରେ ବର୍ଷା ହୋଇ ବିଶେଷ କ୍ଷୟ କ୍ଷତି ହୋଇଛି | ମକା ଠାରୁ ଆରମ୍ବ କରି ବିଭିନ୍ନ…
Read More...

ବିଧାନସଭାର ଶୁନ୍ୟକାଳରେ ଉଠିଲା ଲକ୍ଷ୍ମୀ ବସ ଦୁର୍ନୀତି ପ୍ରସଙ୍ଗ

ଭୁବନେଶ୍ୱର:  ବିଧାନସଭାର ଶୁନ୍ୟକାଳରେ ଉଠିଲା ଲକ୍ଷ୍ମୀ ବସ ଦୁର୍ନୀତି ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇ ବିଜେପି ବିଧାୟକ ବିଭୂତି ପ୍ରଧାନ କହିଛନ୍ତି ଲକ୍ଷ୍ମୀ ବସ ଚଳାଚଳ ରେ ୧୦ ମାସରେ ୩୭୪ କୋଟି ଟଙ୍କା କ୍ଷତି ହୋଇଛି । ସଂସ୍ଥା ମାନଙ୍କୁ ୧୫୦ କିଲୋମିଟର ହିସାବରେ ଟଙ୍କା ଦିଆଯାଉଛି ।…
Read More...

ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ବାଂଲାଦେଶ ଅନୁପ୍ରବେଶକାରୀ ଙ୍କୁ ଚିହ୍ନଟ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ସମସ୍ତ ଜିଲ୍ଲାପାଳ ଓ ଏସ୍ପି ଙ୍କୁ ବାଂଲାଦେଶ ଅନୁପ୍ରବେଶକାରୀ ମାନଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ପାଇଁ ତହସିଲ,ବ୍ଲକ, ଥାନା ସ୍ତରରେ କମିଟି ଗଠନ ଗରିବା ପାଇଁ ମଧ୍ୟ ନିର୍ଦ୍ଦେଶ…
Read More...

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲା କଂଗ୍ରେସ

ଭୁବନେଶ୍ୱର: ଆଜି ବିଧାନସଭାର ଷଷ୍ଠ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲା କଂଗ୍ରେସ । ଅଗ୍ନିବୀର ଓ ସେମାନଙ୍କ ୟୁନିଫର୍ମ ଉପରେ ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ପଢ଼ି ଶୁଣାଉଥିବା ବେଳେ ଗୃହରେ ଉଦବେଗ…
Read More...