ଘର ଛାତରେ ପଲିଥିନ୍ ଘୋଡେଇବାକୁ ଯାଇ ବିଦ୍ୟୁତ ଆଘାତରେ ଗଲା ଜୀବନ
ବିଷମକଟକ-: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ହଜାରଡାଙ୍ଗ ଗ୍ରାମରେ ଗତକାଲି ରାତିରେ ଏକ ଦୁଃଖଦ ଘଟଣା ଘଟିଛି । ୨୫ ବର୍ଷୀୟ ଯୁବକ ରଞ୍ଜନ କୁମାର ସାହୁକାରଙ୍କ ନିଜ ଘରେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ରଞ୍ଜନ ବିଷମକଟକ କୋର୍ଟରେ ଏପିଆର କୋର୍ଟ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ ।…
Read More...
Read More...