ବିଜେପିରେ ମିଶିଲେ ଉଦଳା ବିଜେଡି ନେତା, କର୍ମୀ
(ତ୍ରିଲୋଚନ ରାଉତ) ଭୁବନେଶ୍ୱର: ଆଜି ବିଜେଡି ଛାଡି ଶତାଧିକ କର୍ମୀ ଓ ନେତା ବିଜେପିରେ ଯୋଗ ଦେଇଛନ୍ତି । ଏମାନେ ସମସ୍ତେ ଉଦଳା ଓ କପ୍ତିପଦାର । ସଞ୍ଜିବ ପ୍ରତାପ ସିଂଦେଓ, କୁମାରୀ ମୁର୍ମୁଙ୍କ ସମେତ ଉଦଳା ବ୍ଲକରର ସମସ୍ତ ସରପଞ୍ଚ ଓ ନାୟବ ସରପଞ୍ଚ ବିଜେଡି ଛାଡି ବିଜେପିରେ ମିଶିଛନ୍ତି ।…
Read More...
Read More...