Browsing Tag

Bus accident

ବସ ଦୁର୍ଘଟଣାରେ ୩୦ ମୃତ ଅନେକ ଆହତ

ନୂଆଦିଲ୍ଲୀ: ମର୍ମନ୍ତୁଦ ବସ ଦୁର୍ଘଟଣାରେ ୩୦୦ ଫୁଟ ଖାଇକୁ ଖସିଲା ବସ । ଜମ୍ମୁ କାଶ୍ମୀରର ଡୋଡୋ ଜିଲ୍ଲାରେ ଘଟିଛି ଏଭଳି ଦୁର୍ଘଟଣା । ଏକ ବସ ନିୟନ୍ତ୍ରଣ ହରାଇ ୩୦୦ ଫୁଟ ଗଭୀର ଖାଇ ପଡିଛି ଫଳରେ ୩୦ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି । ଏହି ଦୁର୍ଘଟଣାରେ ଆଗକୁ ଆହୁରି ମଧ୍ୟ ମୃତ୍ୟୁ ସଂଖ୍ୟ…
Read More...

ଅସ୍ଥି ବସର୍ଜନ ପାଇଁ ଯାଉଥିବା ବେଳେ ବସ ଦୁର୍ଘଟଣା; ୨୩ରୁ ଉର୍ଦ୍ଧ ଯାତ୍ରୀ ଆହତ

ପୁରୀ/ ସଞ୍ଜୟ ମହାପାତ୍ର: ପୁରୀ ନିରାକାରପୁର ଜଗନ୍ନାଥ ସଡ଼କ ରୁଆ ଛକରେ ବସ୍‌ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍। ଦୁର୍ଘଟଣାରେ ୨୩ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର…
Read More...

ଯାତ୍ରୀ ବାହି ବସ ଓଲଟି ଜଣେ ମୃତ ୧୫ ଆହତ

ଭଦ୍ରକ : ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ପୁଣି ଏକ ବସ ଦୁର୍ଘଟଣା ଘଟିଛି । ଭଦ୍ରକରୁ ବାସୁଦେବପୁର ଆସିବା ବେଳେ ଓଲଟି ପଡିଛି ଯାତ୍ରୀବାହି ବସ । ଫଳରେ ଜଣେ ମୃତ ୧୫ ଆହତ ହୋଇଥିବା ସୂଚନା ମିଳିଛି ।ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଛକର ରାସ୍ତା ପାଶ୍ୱର୍ରେ…
Read More...

ଆହତ ସମ୍ପର୍କୀୟଙ୍କୁ ଭେଟିଲେ ବିକ୍ରମ ଆରୁଖ ଓ ଲତିକା ପ୍ରଧାନ

ଭୁବନେଶ୍ୱର: ଦିଗପହଣ୍ଡି ବସ୍ ଦୁର୍ଘଟଣାକେ ମିଳିଲା ମୃତକଙ୍କ ପରିଚୟ । ମୃତକଙ୍କ ମଧ୍ୟରେ ଅଛନ୍ତି ୬ପୁରୁଷ, ୪ ମହିଳା ଏବଂ ୨ ଛୋଟ ପିଲା । ସେହିପରି ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୮ଜଣ ଆହତ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ…
Read More...

ଦିଗପହଣ୍ଡି ବସ ଦୁର୍ଘଟଣାରେ ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ଭୟଙ୍କର ବସ୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ଯାଇଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ…
Read More...

ଦିଗପହଣ୍ଡିରେ ଭୟଙ୍କର ବସ ଦୁର୍ଘଟଣା ନେଲା ୧୨ ଜୀବନ

ଗଞ୍ଜାମ: ସଡକ ଦୁର୍ଘଟଣା ନେଲା ୧୨ଜଣ ଜୀବନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ଆହୁରି ୬ଜଣଙ୍କୁ କେସିଜି କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨ଜଣ ଗୁରୁତର ଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ:…
Read More...

ଆମ୍ରିତସରରୁ କାତ୍ରା ଯାଉଥିବା ବେଳେ ଖାଇକୁ ଖସିଲା ବସ :୧୦ ମୃତ୍ୟୁ

ଜମ୍ମୁ-କାଶ୍ମୀରରେ ଖାଇକୁ ଖସିଲା ବସ । ସେହି ବସ ଟି ଅମ୍ରିତସରରୁ କାତ୍ରା ଯାଉଥିବା କୁହାଯାଉଥିବା ବେଳେ ବସଟି ଦୁର୍ଘଟଣା ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୫୫ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର…
Read More...

ଓଲଟିଲା ଯାତ୍ରୀବାହୀ ବସ୍, ୩୦ ଆହତ

ଆଳି : କଟକ-ଚାନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ଓଲଟିଲା ଯାତ୍ରୀବାହୀ ବସ । ଆଜି ସକାଳେ ଏହିଭଳି ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍କୁ ହାଇଓ୍ୱା ଧକ୍କା ଦେବାରୁ ବସ୍ଟି ଭାରସାମ୍ୟ ହରାଇ ରାସ୍ତାତଳକୁ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣଙ୍କ…
Read More...

ଆନ୍ଦୋଳନରେ ଯୋଗ ଦେବାକୁ ରାଜଧାନୀ ଆସୁଥିଲେ ଶିକ୍ଷକ, ଅଧାବାଟରେ ଚାଲିଗଲା ଜୀବନ

ନୟାଗଡ:ଆନ୍ଦୋଳରେ ଯୋଗ ଦେବା ପାଇଁ ଆସୁଥିଲେ ଶିକ୍ଷକ । ଅନ୍ଦୋଳନରେ ଅନ୍ୟ ସାଥୀଙ୍କ ସହ ମିଶି ନିଜର ଦାବି ସରକାରଙ୍କ ନିକଟରେ ଜଣାଇଥାନ୍ତେ । ହେଲେ ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ଶିକ୍ଷକଙ୍କ ଜୀବନ । ମୃତ ଶିକ୍ଷକ ହେଉଛନ୍ତି ଅମର ଚାନ୍ଦ । ତେବେ ମୃତ ବ୍ୟକ୍ତି ଅମର…
Read More...

ଖାତକୁ ଖସିପଡ଼ିଲା ବସ୍‌, ୧୧ ମୃତ ଓ ୮ ଗୁରୁତର

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାର ଶିକାର ହୋଇଛି । ବସଟି ଖାତକୁ ଖସିପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ୮ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ପୁଞ୍ଚ୍‌ ଜିଲ୍ଲାର ବରେରି ନାଲ୍ଲହାଠାରେ ଏପରି…
Read More...