ପୁରୀ ବୁଲିବାକୁ ଆସିବା ସମୟରେ ବସ୍ ରେ ତୀର୍ଥଯାତ୍ରୀ ବସ୍ ରେ ଲାଗିଲା ନିଆଁ
ବ୍ୟୁରୋ : ତୀର୍ଥ ପାଇଁ ପୁରୀ ଆସୁଥିବା ସମୟରେ ବସ୍ରେ ନିଆଁ ଲାଗିଛି । ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ନାଳଙ୍ଗ ଛକ ନିକଟରେ ଘଟିଛି । ବସରେ ଥିବା ପଛ କମ୍ପ୍ରେସରରେ ଲାଗିଥିବା ସୂଚନା ମିଳିଛି । ଏହି ତୀର୍ଥଯାତ୍ରୀ ବସ୍ ଟି ବାଲେଶ୍ୱରରୁ ପୁରୀ ଅଭିମୁଖେ ଆସୁଥିବା ଜଣାପଡିଛି ।
ସୂଚନା ଯୋଗ୍ୟ…
Read More...
Read More...