Browsing Tag

chianmayee swain

କୌଣସି ପ୍ରକାରର ଭୁଲ୍ ସୂଚନା ପ୍ରଚାର କରନ୍ତୁ ନାହିଁ; ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି; ରତନ ଟାଟା

ରିପୋର୍ଟର୍ସ ଟୁଡେ; ଗୁଜବ ପ୍ରଚାରକୁ ସତ ମାନନ୍ତୁ ନାହିଁ । ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି । ଅସୁସ୍ଥ ପ୍ରଚାର ସବୁ ଗୁଜବ । ଏଭଳି କହିଛନ୍ତି ରତନ ଟାଟା । ମୋର ସ୍ୱାସ୍ଥ୍ୟାବସ୍ଥାକୁ ନେଇ କିଛି ଗୁଜବ ପ୍ରଚାର ହେଉଛି। କିନ୍ତୁ ମୁଁ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ, ଏହି ଦାବି…
Read More...

ଟ୍ୟାଙ୍କର ଓ କାର ମୁହାଁମୁହିଁ ; ଗୋଟିଏ ପରିବାରର ଚାଲିଗଲେ ୩ ଜଣ

ଜୟପୁର: ଟ୍ୟାଙ୍କର ଓ କାର ମୁହାଁମୁହିଁ । ଫଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଜୟପୁର ପଟାଙ୍ଗୀ ୨୬ ନମ୍ବର ଜାତୀୟ ରାଜପଥ ପୁଙ୍ଗାରଠାରେ। ଆନ୍ଧ୍ର ଦେଇ ଗଞ୍ଜାମଠାରୁ ଏସିଡ୍ ବୋଝେଇ ଟ୍ୟାଙ୍କର ଦାମନଜୋଡି ଅଭିମୁଖେ ଆସୁଥିବା ବେଳେ…
Read More...

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟାନାୟକ

ଭୁବନେଶ୍ୱର; ପୁଣି ଭିଜିଲାନ୍ସ ପଞ୍ଝାରେ ଦିଗପହଣ୍ଡି ରେଞ୍ଜର । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟାନାୟକଙ୍କ । ତେବେ ଭିଜିଲାନ୍ସ ପକ୍ଷରୁ ରେଞ୍ଜରଙ୍କ ଘରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।ଘର, ଅଫିସରେ ଚାଲିଛି ରେଡ୍ । ବ୍ରହ୍ମପୁରର ୬ ଜଣିଆ ଟିମ୍…
Read More...

ଓଡ଼ିଶା ବଜେଟ୍ ୨୦୨୩:କାଳିଆ ସହାୟତା ପାଇଁ ୧୮୭୯କୋଟି ଟଙ୍କା ବ୍ୟୟବରାଦ

ପଞ୍ଚମ ଥର ପାଇଁ ୨୦୨୩-୨୪ ପାଇଁ ବଜେଟ ଉପସ୍ଥାପନା କରିବାପାଇଁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଲେ ଅର୍ଥମନ୍ତ୍ରୀ । ୨ ଲକ୍ଷ ୩୦ ହଜାର କୋଟିର ବଜେଟ ହୋଇଛି । ମୋଟ ୨ ଲକ୍ଷ ୩୦ ହଜାର କୋଟିର ବଜେଟ ଉପସ୍ଥାପନ । ଚଳିତ ବର୍ଷର ଠାରୁ ଆସନ୍ତା ଆର୍ଥିକ ବର୍ଷର ବ୍ୟୟ ବରାଦ ୧୫…
Read More...

ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଠାରେ ସରିଛି ଜାଗର ଯାତ୍ରା

ଜୟପୁର (ମନୋଜ ଦାସ ): ରାଜ୍ୟର ସମସ୍ତ ଶୌବପୀଠରେ ଜାଗରମେଳା ଚାଲିଥିବା ବେଳେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୌବ ପୀଠ ଗୁପ୍ତେଶ୍ୱର ଠାରେ ଜାଗର ଯାତ୍ରା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ନୀତିକାନ୍ତି ଚୂଡାନ୍ତ କରାଯାଇଥିଲା । ସ୍ୱତନ୍ତ୍ର ବେରିଗେଟ ମାଧ୍ୟମରେ ଶ୍ରଦ୍ଧାଳୁ ମାନେ ଗୁପ୍ତେଶ୍ୱର…
Read More...