ଦ୍ୱିତୀୟ ଥର ପାଇଁ ମେଘାଳୟର ମୁଖ୍ୟମନ୍ତ୍ରୀ ହେଲେ କୋନାରଡ ସାଙ୍ଗମା
ନୂଆଦିଲ୍ଲୀ: ଶପଥ ନେଲେ କୋନାରଡ ସାଙ୍ଗମା । ଦ୍ୱିତୀୟ ଥର ପାଇଁ ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ କୋନାରଡ ସାଙ୍ଗମା । ତାଙ୍କର ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରର ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରିୟ ସଭାପତି ଜେପି ନାଡ୍ଡାଙ୍କ ସମେତ ବହୁ…
Read More...
Read More...