Browsing Tag

chinamyee swain

କମିଶନରେଟ ପୁଲିସ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସର ୧୮ ଜଣ ସବ୍ ଇନ୍ସପେକ୍ଟର ଓ ୫ଜଣ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର…

ଭୁବନେଶ୍ୱର; କମିଶନରେଟ୍ ପୋଲିସରେ ଅଦଳବଦଳ । ଖାରବେଳ ନଗର ଥାନାର ସ୍ୱୟଂପ୍ରକାଶ ମହାନ୍ତିଙ୍କୁ ଭରତପୁର ଥାନା, ଖଣ୍ଡଗିରି ଥାନାର ବାଦଲ କୁମାର ବରାଳଙ୍କୁ ଡିସିପି ଅଫିସକୁ ପଠାଯାଇଛି । ଭରତପୁର ଥାନାର ସତ୍ୟବ୍ରତ ଗ୍ରହାଚାର୍ୟ୍ୟଙ୍କୁ ଲକ୍ଷ୍ମୀସାଗର ଥାନା, ଲକ୍ଷ୍ମୀସାଗର ଥାନାର ରମାନନ୍ଦ…
Read More...

ଲେଡ଼ି ବ୍ଲାକମେଲର ଅର୍ଚନା ନାଗ ଗିରଫ ଘଟଣା;ଅର୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର;ଲେଡ଼ି ବ୍ଲାକମେଲର ଅର୍ଚନା ନାଗ ଗିରଫ ଘଟଣା । ଅର୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଙ୍କୁ ସର୍ତ୍ତମୂଳକ ଜାମିନ ।ହାଇକୋର୍ଟ ରୁ ମିଳିଲା ସର୍ତ୍ତମୂଳକ ଜାମିନ ।ଇଡି ମାମଲାରେ ମିଳିଲା ଜାମିନ ।ବେଆଇନ ଆର୍ଥିକ କାରବାର ଲିଙ୍କ ଅଭିଯୋଗ ରେ ଜଗବନ୍ଧୁ ଙ୍କୁ ଗିରଫ କରିଥିଲା ଇଡି ।ପୂର୍ବରୁ…
Read More...

ୱେଷ୍ଟ୍ଇଣ୍ଡିଜ୍କୁ ୨୦୦ ରନ୍ରେ ପରାସ୍ତ କଲା ଭାରତ

ଭୁବନେଶ୍ୱର;ଭାରତ ଦଳ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌କୁ ୨୦୦ ରନ୍‌ରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ବିଜୟ ସଫଳତା ପାଇଛି। ଏଥି ସହିତ ଲଗାତାର ୧୩ ଶୃଙ୍ଖଳା ବିଜୟ ସଫଳତାକୁ ମଧ୍ୟ ଆଗକୁ ନେଇଛି ଭାରତ।ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଶୁବମନ ଗିଲ୍‌ ଓ ଈଶାନ କିଶନ ଶତକ…
Read More...

୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣି ବିଭାଗ

ଭୁବନେଶ୍ୱର; ପୁଣି ସକ୍ରିୟ ରହିଛି ଲଘୁଚାପ । ଏହା ପ୍ରଭାବରେ ରାଜ୍ୟ ବର୍ଷା ହେବାର ସମ୍ଭାବନା । ୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍କାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣି ବିଭାଗ । ଉତ୍ତର ଓଡିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାଚ ସକ୍ରିୟ ରହିଥିବା ସୂଚନା । ଆଗାମୀ ୪…
Read More...

ଅଗଷ୍ଟ ୧ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ

ରାଜନଗର: ଶୀତ ଦିନ ଆସି ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ଆସିଛି ଖୁସି ଖବର । ଖୋଲିବ ଭିତର କନିକା । ଅଗଷ୍ଟ ପହିଲାରୁ ଭିତର ଖୋଲିବା ନେଇ ସୂଚନା ମିଳିଛି । ତେବେ କିଛି ମାସ ବନ୍ଦ ହୋଇ ରହିଥିଲା ଭିତର କନିକା । ୩ମାସ ଧରି ବନ୍ଦ ରହିବା ପରେ ଅଗଷ୍ଟ ୧ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ ।…
Read More...

ଖେମୁଣ୍ଡିଖୋଲ ରାସ୍ତାରୁ ୧୫ ଫୁଟ ତଳକୁ ଖସି ବାଇକ ଆରୋହୀଙ୍କ ମୃତ୍ୟୁ

ହିଞ୍ଜିଳି;( ରଜନୀକାନ୍ତ ପାତ୍ର):-ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁର ନିକଟ ଖେମୁଣ୍ଡିଖୋଲ ରାସ୍ତାରୁ ୧୫ଫୁଟ ତଳକୁ ଖସିଲା ବାଇକ । ବାଇକ ଚାଳକ ମୃତ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାର କରି ଦିଗପହଣ୍ଡି ମେଡିକାଲକୁ ସ୍ଥାନାନ୍ତର କରାଇଛନ୍ତି । ବାଇକ ଚାଳକ…
Read More...

କଳାହାଣ୍ଡି ଜିଲ୍ଲା ବିଜେଡି କର୍ମକର୍ତ୍ତା ନିଯୁକ୍ତ ;ଦୁଇ ଉପସଭାପତିଙ୍କୁ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ

କଳାହାଣ୍ଡି; କଳାହାଣ୍ଡି ଜିଲ୍ଲା ବିଜେଡି କର୍ମକର୍ତ୍ତା ନିଯୁକ୍ତ । ଦୁଇ ଉପସଭାପତିଙ୍କୁ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ । ଅଶେଶ୍ୱର ବାଗ ଓ କୀର୍ତ୍ତନ ସାହୁ ହେଲେ ଉପସଭାପତି । ଭବାନୀ ଶଙ୍କର ମିଶ୍ର ହେଲେ ସାଧାରଣ ସଂପାଦକ । ଭବାନୀ ଶଙ୍କର ମିସ୍ର ହେଲେ ସାଧାରଣ ସଂପାଦକ । ବଦ୍ରିନାରୟଣ…
Read More...

ପ୍ରାଗପୁର ଠାରେ ପ୍ରତିଷ୍ଠିତ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିବା ସହ ଏହାର ଦାୟିତ୍ଵ…

ପୁରୀ;ଦେବଭୂମି ହିମାଚଳପ୍ରଦେଶ କାଙ୍ଗ୍ରା ଜିଲ୍ଲା ଅନ୍ତର୍ଗତ ପ୍ରାଗପୁର ଠାରେ ପ୍ରତିଷ୍ଠିତ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିବା ସହ ଏହାର ଦାୟିତ୍ଵ ଓଡ଼ିଆ ସମାଜ ଓ ହିମାଚଳପ୍ରଦେଶ ସରକାର ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ମନ୍ଦିରରେ ପ୍ରତିଷ୍ଠାତା…
Read More...

ଆସନ୍ତା ୧୬ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ

ଭୁବନେଶ୍ୱର; ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଗାଙ୍ଗେୟ-ପଶ୍ଚିମବଙ୍ଗ ଉପତ୍ୟକାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପ୍ରଭାବରେ ଉପାନ୍ତରୁ ଉପକୂଳ ଜାରି ରହିଛି ବର୍ଷା। ଆସନ୍ତା ୧୬ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ରାଜ୍ୟରେ କିଛି…
Read More...

ରଥଯାତ୍ରାର ବାହୁଡା ଦିନ ଆହତ ହୋଇଥିବା ଭୋଇ ସେବକ ନକୁଳ ଭୋଇଙ୍କ ମୃତ୍ଯୁ

ପୁରୀ:ରଥଯାତ୍ରାର ବାହୁଡା ଦିନ ଆହତ ହୋଇଥିବା ଭୋଇ ସେବକ ନକୁଳ ଭୋଇଙ୍କ ମୃତ୍ଯୁ  । ଏମସ ଆଇସିୟୁରେ ଚିକିତ୍ସାଧିନ ଅବସ୍ଥାରେ ଆଜି ମୃତ୍ଯୁ । ତେବେ ବାହୁଡା ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ବେଳେ ଦଉଡି ଛିଡିବା ଯୋଗୁଁ ଆହତ ହୋଇଥିଲେ ନକୁଳ ଭୋଇ  । ତାଙ୍କ ମୁହଁରେ ଲାଗିଥିଲା ଆଘାତ  । ଆଉ…
Read More...