Browsing Tag

CJI

କାର୍ଯ୍ୟପାଳିକା ପରମ୍ପରା ଭାଙ୍ଗି ବରିଷ୍ଠ ବିଚାରପତିମାନଙ୍କୁ ଦିଗହରା କରାନଯାଉ

ନୂଆଦିଲ୍ଲୀ-: ଭାରତର ମୁଖ୍ୟ ବିଚାରପତି ବି.ଆର. ଗଭାଇ ୟୁକେ ସୁପ୍ରିମକୋର୍ଟ ଦ୍ୱାରା ଆୟୋଜିତ ଏକ ଗୋଲଟେବୁଲ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ନ୍ୟାୟପାଳିକାର ସ୍ୱାଧୀନତା ଏବଂ ନ୍ୟାୟିକ ନିଯୁକ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସରକାର ଭାରତର…
Read More...

ୱାକଫ୍ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ

ନୂଆଦିଲ୍ଲୀ-: ୱାକଫ୍ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ । ପ୍ରଧାନ ବିଚାରପତି କହିଛନ୍ତି ସଂସଦରେ ପାରିତ ହୋଇଥିବା ଆଇନର ସାମ୍ବିଧାନିକତା ରହିଛି । ଠୋସ୍ ମାମଲା ନ ମିଳିବା ପର୍ଯ୍ୟନ୍ତ ଅଦାଲତ ହସ୍ତକ୍ଷେପ କରିପାରିବେ ନାହିଁ । ୱାକଫ୍ ଆଇନକୁ ଚ୍ୟାଲେଞ୍ଜ କରୁଥିବା ମାମଲାର…
Read More...

ସୁପ୍ରିମକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇ

ନୂଆଦିଲ୍ଲୀ-: ଆଜି ସୁପ୍ରିମକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ବି.ଆର୍ ଗଭାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେ ସୁପ୍ରିମକୋର୍ଟର…
Read More...

ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେଉଛି

ନୂଆଦିଲ୍ଲୀ-: ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେଉଛି। ମୁଖ୍ୟ ବିଚାରପତି ଭାବରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଥିଲେ। ଏଥିରେ ଧର୍ମନିରପେକ୍ଷତାକୁ ସମ୍ବିଧାନର ମୂଳ ଆତ୍ମା ​​ଭାବରେ ଘୋଷଣା କରିବାଠାରୁ ଆରମ୍ଭ କରି ମନ୍ଦିର-ମସଜିଦ…
Read More...

ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା, ଜଷ୍ଟିସ୍ ବି.ଆର. ଗଭାଇଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି

ନୂଆଦିଲ୍ଲୀ: ଭାରତର ଆଗାମୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଭୂଷଣ ଆର ଗଭାଇ । ଗଭାଇଙ୍କ ନାମକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଆଇନ ମନ୍ତ୍ରଣାଳୟକୁ ସୁପାରିସ ପଠାଯାଇଥିଲା । ବର୍ତ୍ତମାନ ଭାରତର ପ୍ରଧାନ ବିଚାରପତି ଥିବା ସଞ୍ଜୀବ ଖାନ୍ନା ଆଗାମୀ ମେ ୧୩ ତାରିଖରେ ଅବସର ନେବାକୁ ଯାଉଛନ୍ତି ।…
Read More...

ଅଗଷ୍ଟ ୨୬ରେ ସରୁଛି ସିଜେଆଇ ଏନଭି ରମନ୍ନାଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ୪୮ତମ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଏନଭି ରମନ୍ନ୍ାଙ୍କ କାର୍ଯ୍ୟକାଳ ଚଳିତ ମାସ ଅଗଷ୍ଟ ୨୬ରେ ସରିବାକୁ ଯାଉଛି। ତେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି କିଏ ହେବେ ସେନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ବୁଧବାର ଏନେଇ ଆଇନ ଓ ନ୍ୟାୟିକ…
Read More...