କଂଗ୍ରେସର ସାଂଗଠନିକ ବୈଠକ
(ଦିଲ୍ଲୀପ ସାହୁ/ଜଗତସିଂହପୁର): ଜଗତସିଂହ ପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ତାଳ ପଡା ପଞ୍ଚାୟତରେ କଂଗ୍ରେସର ଏକ ସାଂଗଠନିକ ବୈଠକ ତାଳ ପଡ଼ାରେ ଥିବା ମହାଦେବ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ତାଳପଡା ପଞ୍ଚାୟତର ଯୁବ ସଙ୍ଗଠକ ଆଶୁତୋଷ ଲେଙ୍କା ନେତୃତ୍ୱ ନେବା ପରେ କିଭଳି…
Read More...
Read More...