କୃଷକଙ୍କ ପାଇଁ ମୁଁହ ଖୋଲିଲା ରାଜ୍ୟ କଂଗ୍ରେସ
(ଭୁବନେଶ୍ୱର/ରାଜେଶ ସାହୁ): ପିସିସି ସଭାପତି ନିରଂଜନ ପଟ୍ଟନାୟଙ୍କ ସରକାରଙ୍କୁ ପ୍ରଶ୍ନ । ଏହି କରୋନା କାଳରେ ଚଳିତ ବର୍ଷ ରବି ଧାନ ଫସଲ ଫଳେଇବା ପାଇଁ ଚାଷୀ କମ କଷ୍ଟ କରିନାହିଁ । ରାଜ୍ୟରେ ଚାଷୀକୁ ବହୁ କଷ୍ଟ କରିବାକୁ ପଡିଛି । କରୋନାର ଭୟକୁ ବେଖାତିର କରି ସେ ଫସଲ ଫଳେଇଲା । ଧାନ ଅମଳ…
Read More...
Read More...