ମାଟ୍ରିକ ପରୀକ୍ଷା ଅନଲାଇନ ଫର୍ମ ଫିଲଅପ ଅବଧି ବଢାଇଲା ବୋର୍ଡ
ଭୁବନେଶ୍ୱର: ବଢିଲା ମାଟ୍ରିକ ଫର୍ମ ଫିଲଅପ ଅବଧି । ମାଟ୍ରିକ ପରୀକ୍ଷା ଅନଲାଇନ ଫର୍ମ ଫିଲଅପ ଅବଧି ବଢାଇଲା ବୋର୍ଡ । ଏହାର ଅବଧି ଅକ୍ଟୋବର ୫ ପର୍ଯ୍ୟନ୍ତ ବଢିଲା ବୋଲି ସୂଚନା ଦେଲେ ବୋର୍ଡ କତ୍ତୃପକ୍ଷ । ଏହାପରେ ଆଉ ସମୟ ଅବଧି ବଢା ଯିବନି ବୋଲି ସ୍ପଷ୍ଟ କରିଲା ମାଧ୍ୟମିକ ଶିକ୍ଷା ପରିଷଦ ।…
Read More...
Read More...