Browsing Tag

crime news odisha

ପ୍ଲାଷ୍ଟିକ ପାଇପରେ ପିଟି ପିଟି ଛାତ୍ରର ହାତ ଭାଙ୍ଗିଦେଲେ ଶିକ୍ଷକ

ନବରଙ୍ଗପୁର: ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରକୁ ନିସ୍ତୁକ ମାଡ, ପ୍ଲାଷ୍ଟିକ ପାଇପରେ ପିଟି ପିଟି ଛାତ୍ରର ହାତ ଭାଙ୍ଗିଦେଲେ ଶିକ୍ଷକ । ଏମିତି ସାଙ୍ଘାତିକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଚନ୍ଧାହାଣ୍ଡି ବ୍ଲକ ଧୋଡ଼ିପାଣି କଲ୍ୟାଣ ବିଭାଗ ଉଚ୍ଚ ବିଦ୍ୟାଳୟରୁ।ସେଠାରେ କାର୍ୟ୍ୟରତ ସହକାରୀ ଶିକ୍ଷକ…
Read More...

ରଥଯାତ୍ରାରେ ପୁରୀ ଆଣି ଛାଡିଥିଲା ପୁଅ, ଖବର ପ୍ରକାଶ ପରେ ଖୋଜା ପଡ଼ିଲେ ବାପା

ପୁରୀ: ଯେଉଁ ପୁଅକୁ ଦିନେ କାନ୍ଧରେ ବସାଇ ରଥ ଦେଖାଇଥିଲେ, ସେହି ପୁଅ ରଥ ସାମ୍ନାରେ ଛାଡ଼ି ଦେଇ ଚାଲିଗଲା । ପାଳି ପୋଷି ବଡ଼ କରିଥିବା ବାପା ହଠାତ ଅଲୋଡ଼ା ପାଲଟିଗଲା। ବୃଦ୍ଧ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଶୁଣ୍ଢି ସାହିର ୭୫ ବର୍ଷୀୟ ଜଗବନ୍ଧୁ ନାୟକ । ଜଗବନ୍ଧୁଙ୍କର, ଶିବରାମ, ସମୀର,…
Read More...

ଗୋଧୋଇବା ବେଳେ ପୋଖରୀରେ ବୁଡି ଜଣେ ମୃତ, ୨ ଗୁରୁତର

ବାଲେଶ୍ବର: ଗୋଧୋଇବା ବେଳେ ପୋଖରୀରେ ବୁଡି ଜଣେ ନାବାଳିକା ମୃତ , ଦୁଇ ଜଣ ଗୁରୁତର । ସୂଚନା ଅନୁଯାୟୀ ରେମୁଁ ଗ୍ରାମର ବିଦ୍ୟାଧର ଜେନାଙ୍କ ପୁଅ ବିବାହର ରିସେପସନ ଥିବା ବେଳେ, ତାଙ୍କ ଘରକୁ ବନ୍ଧୁ ବାନ୍ଧବ ଆସିଥିଲେ । ଘରେ ସମସ୍ତେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିଲା ବେଳେ ,୩ ଜଣ ନାବାଳିକା ଘର…
Read More...

ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ କସ୍ତୂରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶୀକ୍ଷୟତ୍ରୀଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ । ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ସାମଗ୍ରୀ ଦେବାସହ ବିଲ୍ ହେରଫେର କରିଥିବା ଅଭିଯୋଗ ଆଣିଲେ ସ୍କୁଲ କମିଟି…
Read More...

ତଣ୍ଟି କାଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ୬ ବର୍ଷର ଝିଅକୁ ବି ଛାଡ଼ିନି ପିଶାଚ ବାପା

ଭୁବନେଶ୍ୱର: ପାରିବାରିକ କଳହର କରୁଣ ପରିଣତି । ରାଜଧାନୀ ଭୁବନେଶ୍ୱରରେ ତଣ୍ଟି କାଟି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ଏଥିସହ ନିଜ ୬ ବର୍ଷର ଝିଅକୁ ବି ଛାଡ଼ିନି ପିଶାଚ ବାପା । ତା’ର ବି ତଣ୍ଟି କାଟି ଦେଇଛି। ତେବେ ଝିଅର ଅବସ୍ଥା ଭଲ ଅଛି।ରାଜଧାନୀର ଘାଟିକିଆ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ…
Read More...

ଟ୍ରକରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ, ଡ୍ରାଇଭର ଗିରଫ

ଗଞ୍ଜାମ:  ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଆମ୍ବଗଡ଼ ନିକଟରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ବେଳେ ଜଣେ ଗିରଫ କରିଛି । ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ନେଇ ଧରପଗଡ଼ ପାଇଁ ଅଣ୍ଟା ବାନ୍ଧିଛି ପ୍ରଶାସନ । ସେହିଭଳି ଆଜି ଭୋର ସକାଳ ସମୟରେ ଗଜପତି…
Read More...

ମାଛ ଧରୁଥିବା ବେଳେ ବୁଦାରୁ ମିଳିଲା ନରକଙ୍କାଳ

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ଥାନା ଅଧୀନ ଗର୍ଭଣା ଗ୍ରାମର ଭଙ୍ଗା କଟା ପୋଖରୀରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବା ବେଳେ ନରକଙ୍କାଳ ପଡିଥିବାର ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବାସୀ ମାନେ ସୋହେଲା ଥାନା ପୋଲିସକୁ ଘଟଣା ବିଷୟରେ ଖବର ଦେଇଥିଲେ। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି…
Read More...

ମହିଳାଙ୍କ ଗଳିତ ଶବ ଉଦ୍ଧାର ଘଟଣାର ପର୍ଦାଫାଶ: ପ୍ରେମ ପାଇଁ ପ୍ରେମିକ କରିଥିଲା ହତ୍ୟା

ରାଇରଙ୍ଗପୁର: ମହିଳାଙ୍କ ଗଳିତ ଶବ ଉଦ୍ଧାର ଘଟଣାର ପର୍ଦାଫାଶ। ପ୍ରେମ ପାଇଁ ମହିଳାଙ୍କୁ ହତ୍ୟା କରିଥିଲା ପ୍ରେମିକ । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ, ଦୁବୁଲାବେଡା ଗ୍ରାମର ହେରମ୍ବ ନାରାୟଣ ଉଚ୍ଚ ବିଦ୍ୟାଳୟ ପଛ ପାଚେରୀର ବୁଦା ନିକଟରୁ, ମହିଳାଙ୍କ ଗଳିତ ଶବକୁ ଉଦ୍ଧାର…
Read More...

ବାପାର ସ୍ନେହକୁ ଭୁଲିଗଲା ପୁଅ: ଗୁପ୍ତ ଧନ ପାଇଁ ବାପାକୁ ବଳି ଉଦ୍ୟମ

ଭୁବନେଶ୍ୱର: ଦିନେ ଯେଉଁ ବାପାର ହାତ ଧରି ଚାଲିବା ଶିଖିଥିଲା, ଯାହାର କାନ୍ଧରେ ବସି ସାରା ଦୁନିଆ ଦେଖୁଥିଲା । ସେହି ବାପାର ସ୍ନେହକୁ ଭୁଲିଗଲା ପୁଅ । ଟିକିଏ ସମ୍ପତ୍ତି ପାଇବା ପାଇଁ ବାପାକୁ ବି ମାରିବାକୁ ପଛାଇଲାନି ପୁଅ । ଗୁପ୍ତଧନ ପାଇବା ପାଇଁ ନିଜ ବାପାକୁ ବଳି ଦେବାକୁ ବାହାରିଥିଲା ପୁଅ…
Read More...

ଟଙ୍କା ରୋଜଗାରର ନୂଆ ଉପାୟ: ଟଙ୍କା ନଦେବାରୁ ପୁଅର ଫୋଟ ଭାଇରଲ

(ଭୁବନେଶ୍ୱର/ ସରୋଜ ରାଉତ): କେତେ କଳୁସିତ ହୋଇଯାଇଛି ଏ ସମାଜ । ଆଉ କଳଙ୍କିତ ହୋଇଯାଇଛି ଏ ମଣିଷ । ଏଠି ମୂଲ୍ୟ ହିନ ହୋଇପଡ଼ିଛି ସମ୍ପର୍କ । ଟଙ୍କା ଆଗରେ ତୁଚ୍ଛ ପାଲୋଟୁଛି ପ୍ରେମ । ଆଗରୁ ଆପଣ ଶୁଣିଥିଲେ ଅବା ଆଖ ପାଖ ଅଞ୍ଚଳରେ ଦେଖିଥିବେ ମଧ୍ୟ ସାଧାରଣତଃ ଝିଅ ମାନେ ବ୍ଲାକମେଲିଂର ଶିକାର…
Read More...