Browsing Tag

CRIME

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରେଢାଖୋଲ ଉପଖଣ୍ଡର ବିଭିଓ ଓ ପିଏ

ସମ୍ବଲପୁର-: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରେଢାଖୋଲ ଉପଖଣ୍ଡର ବିଭିଓ ଓ ପିଏ ।  ବ୍ଲକ ଭେଟନାରୀ ଅଫିସର ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଧରାପଡିଲେ ଭିଜିଲାନ୍ସ ହାତରେ ।  ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ସମ୍ବଲପୁର ଭିଜିଲାନ୍ସ । ବିଭିଓ ଡା. ସୁବାସ ପ୍ରକାଶ ସୋରେନ , ପିଏ ମହେଶ୍ୱର ସାହୁ…
Read More...

କାମାକ୍ଷା ମନ୍ଦିରରେ ନର ବଳୀ ଦିଆଯିବା କହି ବିବାଦରେ ନିଉଜ୍ ଆଙ୍କର…

ନୂଆଦିଲ୍ଲୀ: ଆସାମର ପ୍ରସିଦ୍ଧ କାମାକ୍ଷା ମନ୍ଦିରକୁ ନେଇ ଗୁଜବ ପ୍ରଚାର କରିବା ଜଣେ ନ୍ୟୁଜ୍ ଆଙ୍କରଙ୍କୁ ମହଙ୍ଗା ପଡିଛି । ଆଙ୍କର ଜଣଙ୍କ କହିଥିଲେ ଯେ ମା କାମାକ୍ଷା ଦେବୀଙ୍କ ମନ୍ଦିରରେ 'ମାନବ ବଳି' ଦିଆଯାଏ । ଯାହାକୁ ନେଇ ଏବେ ଆଙ୍କର୍ ଜଣଙ୍କ ବିବାଦ ମଧ୍ୟରେ ଫସିଛନ୍ତି । ନ୍ୟୁଜ୍ ଆଙ୍କର…
Read More...

କ୍ରିପ୍ଟୋ କରେନ୍ସିରେ କ୍ଷତି ହେବା ପରେ କ୍ଷତି ଭରଣା କରିବା ପାଇଁ ନିଜର ଅପହରଣ ଯୋଜନା ରଚିଥିଲେ ବିଟେକ୍ ଛାତ୍ର

କଟକ-: କଟକରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଚାଉଳିଆଗଞ୍ଜ ଅଞ୍ଚଳରେ ଜଣେ ବିଟେକ୍ ଛାତ୍ର ନିଜର ଅପହରଣ ଯୋଜନା ରଚିଥିଲେ। ତେବେ ପୋଲିସ ଅପହରଣ ନାଟକର ପର୍ଦ୍ଦାଫାସ୍ କରିଥିବା କଟକ ଡିସିପି ଋଷିକେଶ ଖିଲାର ସୂଚନା ଦେଇ କହିଛନ୍ତି ଯେ, ଘରୁ ନିଖୋଜ ହୋଇ ବିଟେକ୍ ଛାତ୍ର ନିଜର ଅପହରଣ…
Read More...

ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତ ରିମାଣ୍ଡରେ ଯିବେ

ବ୍ରହ୍ମପୁର-: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତ ରିମାଣ୍ଡରେ ଯିବେ । ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଗୁରୁବାର ବ୍ରହ୍ମପୁର ମଣ୍ଡଳ କାରଗାରରେ ଅଭିଯୁକ୍ତଙ୍କର ଟିଆଇ ପରେଡ ହୋଇଥିଲା । ପରେଡରେ ପୀଡ଼ିତା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛି। ଗୋପାଳପୁର…
Read More...

ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମର ଦୁଃଖ ଲୋକଙ୍କ ମନରୁ ନ ଲିଭୁଣୁ ବାରିପଦାରେ ମହିଳାଙ୍କୁ ଗଣଦୁଷ୍କର୍ମ

ବାରିପଦା-: ବହୁଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମର ମାମଲାର ତଦନ୍ତ ଚାଲିଥିବା ବେଳେ ବାରିପଦାରୁ ଆଉ ଏକ ଗଣଦୁଷ୍କର୍ମର ଖବର ସାମ୍ନାକୁ ଆସିଛି । ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମର ଦୁଃଖ ଲୋକଙ୍କ ମନରୁ ନ ଲିଭୁଣୁ ମୟୁରଭଞ୍ଜ ଜିଲ୍ଲାର ବାରିପଦାରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ…
Read More...

ପୁରୁଷ ବନ୍ଧୁଙ୍କ ସହ ବେଳାଭୂମିକୁ ବୁଲିବାକୁଯାଇ ଗଣ ବଳାତ୍କାରର ଶିକାର ହେଲେ ଛାତ୍ରୀ

ଗୋପାଳପୁର-: ଗୋପାଳପୁରରେ ଲଜ୍ଜା । ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଆସିଥିବା ଜଣେ ଛାତ୍ରୀ ଗଣ ବଳାତ୍କାରର ଶିକାର ହୋଇଥିବାନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ୧୦ ଜଣଙ୍କୁ ଅଟକ ରଖିଛି । ଅଭିଯୋଗ ମୁତାବକ ଗତକାଲି ଅପରାହ୍ନରେ…
Read More...

ଡୁମୁଡୁମାରେ ନିଶାଦେଇ ଜଣେ ନାବାଳିକାକୁ ଅପହରଣ କରୁଥିଲେ ଦୁଇ ବଙ୍ଗୀୟ ଯୁବକ

ଭୁବନେଶ୍ୱର-: ରାଜଧାନୀରେ ନାବାଳିକାଙ୍କୁ ନିଶା ଦେଇ ଅପହରଣ ଅଭିଯୋଗ । ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମାରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ପରେ ଏମ୍ସରେ ଭର୍ତ୍ତି କରାଯାଇଛି । ୨ ଜଣ ବଙ୍ଗୀୟ ଯୁବକଙ୍କୁ ଖଣ୍ଡଗିରି ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ରାତି ଅଧରେ କୁଆଡେ ଓ…
Read More...

ରାଇଘରରେ ସୁନା ବ୍ୟବସାୟୀଙ୍କ ଘରେ ପଶି ଲୁଟି ନେଲେ ସୁନା ରୂପା

ନବରଙ୍ଗପୁର-: ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା କଦଭାଟାର ଅଳଙ୍କାର ବ୍ୟବସାୟୀ ରାମ ଡାକୁଆଙ୍କ ଘରେ ୭ ଜଣ ମୁଖା ପିନ୍ଧା ଡକାୟତ ଘରେ ପଶି ଗୁଳି କରି ସୁନା ରୂପା ଅଳଙ୍କାର ଲୁଟ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଗୁଳିକାଣ୍ଡରେ ଗୁରୁତର ରାମ…
Read More...

ଲୋଭ ଦେଖାଇ ଠକି ନେଇଥିଲେ ଲକ୍ଷାଧିକ ଟଙ୍କା

ଟଙ୍କା ଠକିଥିବା ନେବା ଅଭିଯୋଗ ପରେ ସାଇବର ଥାନା ପୁଲିସ ମାମଲା ତଦନ୍ତ କରିବା ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ମଞ୍ଚେଶ୍ଵର ଶିଳ୍ପାଞ୍ଚଳରେ ରୁହନ୍ତି । ସେ ଗତ ୨୦୨୪ ମସିହାରେ “ଜିପିଏନଏସ ବିଜିନେସ ପ୍ରାଇଭେଟ ଲିମିଟେଡ” ନାମକ ଏକ…
Read More...

ପୁରୀ ଗୁଡ଼ିଆସାହିରେ ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା

ପୁରୀ-: ପୁରୀରେ ଗଡିଲା ମୁଣ୍ଡ । ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା ଅଭିଯୋଗ । ପୁରୀ ଗୁଡ଼ିଆସାହିରେ ଘଟିଛି ହତ୍ୟାକାଣ୍ଡ । ମୃତକ ଜଣକ ହେଉଛନ୍ତି ମହାସୁଆର ସାହିର ଜଗନ୍ନାଥ ଦୀକ୍ଷିତ । ପୁରୀରେ ପୋଲିସ ଛାଉଣୀ ଭିତରେ ଏପରି ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି । ସୂଚନା ମୁତାବକ, ମୃତକ…
Read More...