Browsing Tag

delhi election

ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ବ୍ୟୁରୋ : ୨୦୨୫ରେ ଦିଲ୍ଲୀ ନିର୍ବାଚନ ପାଇଁ କମ୍ପୁଛି ମୈଦାନ । ଆର.କେ ପୂରମରେ ଶୋଭାଯାତ୍ରା କରିବା ସହ କେଜରିୱାଲ ସରକାର ଉପରେ ନରେନ୍ଦ୍ର ମୋଦି ବର୍ଷିଛନ୍ତି । ଆପ ସରକାରଙ୍କ ଦୁର୍ନୀତି କଥା କହି ଟାର୍ଗେଟ କରିଛନ୍ତି ନରେନ୍ଦ୍ର ମୋଦି । ଏହା ସହ ଦିଲ୍ଲୀକୁ ଉନ୍ନତି ପଥରେ ଆଗେଇ ନେବା ପାଇଁ…
Read More...

ଦିଲ୍ଲୀ ମହାନଗର ନିଗମରେ ଉଡିଲା ଝାଡୁ, ଭାଙ୍ଗିଲା ୧୫ ବର୍ଷର ବିଜେପି ଗଡ

ଦିଲ୍ଲୀ:ପ୍ରକାଶ ପାଇଛି ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନ୍ ଫଳାଫଳ । ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର ୨୫୦ ୱାର୍ଡ ପାଇଁ ୧୩୪୯ ଜଣ ପ୍ରର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଥିଲେ । ୧୫ ବର୍ଷ ଧରି ଦିଲ୍ଲୀ ଗଡ ଦଖଲ କରିଥିବା ବିଜେପି ଚଳିତ ନିର୍ବାଚନରେ କ୍ଷମତାଚ୍ୟୁତ ହୋଇଛି । ଦିଲ୍ଲୀ…
Read More...