ଦିଲ୍ଲୀ ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଆଉ ଏକ ଘୋଷଣା..
ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ଭଡାଟିଆମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ସରକାର ଗଠନ ପରେ ଦିଲ୍ଲୀର ଲକ୍ଷ ଲକ୍ଷ ଭଡାଟିଆ ମଧ୍ୟ ମାଗଣାରେ ବିଦ୍ୟୁତ୍ ଓ ଜଳ ପାଇବେ। କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ…
Read More...
Read More...