ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ପଦ୍ମପୁର ଉପ ନିର୍ବାଚନ ଆଜି ଫଳାଫଳ ପ୍ରକାଶ ପାଇଛି । ୩ ପ୍ରମୁଖ ଦଳ ମଧ୍ୟରେ ଲଢେଇ ହେଉଥିବା ବେଳେ ବାଜି ମାରିଛି ବିଜେଡି । ପଦ୍ମପୁର ବାସୀ ବିଜେଡି ପ୍ରର୍ଥୀଙ୍କୁ ବିଜୟୀ କାଇଛନ୍ତି । ଉପ ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗ ସହ ଶାସକ ବିଜେଡିକୁ ଟାର୍ଗେଟ କରି ଜୋରଦାର ପ୍ରଚାର…
Read More...
Read More...