Browsing Tag

died

ମରାମତି ବେଳେ ଡ୍ରେଜିଙ୍ଗ ଜାହାଜରୁ ପଡ଼ି ଟେକ୍ନିସିଆନ ମୃତ

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଏକ ବଡ଼ ଅଘଟଣ ଘଟିଥିବା ନେଇ ସୂଚନା ମିଳିଛି । ଡ୍ରେଜିଙ୍ଗ ଜାହାଜରୁ ପଡ଼ି ଜଣେ ଟେକ୍ନିସିଆନଙ୍କ ମୃତ୍ୟୁ ଘଟିଥିବା ନେଇ ମେରାଇନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ମୃତକ ହେଲେ ୱାଇ ଅଶୋକ। ତାଙ୍କ ଘର ଆନ୍ଧ୍ର ପ୍ରଦେଶର ବିଶାଖାପଟନମରେ ବୋଲି…
Read More...

ଜୁଆ ନେଲା ଜୀବନ

ନୂଆଦିଲ୍ଲୀ: ଜୁଆ ଖେଳରୁ ଗଲା ଜୀବନ । ପୁଲିସ ଭୟରେ ନଦୀକୁ ଡେଇଁ ଜୀବନ ଶେଷରେ ଜୀବନ ହାରିଲା ଯୁବକ । ରାଏବରେଲି କୋତବାଲି ଅଞ୍ଚଳସ୍ଥ ଚକୱାପୁର ଗ୍ରାମରେ ଗତରବିବାର ସନ୍ଧ୍ୟାରେ ଜୁଆ ଖେଳାଯାଉଥିବା ଏକ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରିଥିଲା। ପୁଲିସର ଚଢ଼ାଉ ଦେଖି ଜୁଆ ଖେଳୁଥିବା ଯୁବକମାନେ…
Read More...

ଦଶମ ଶ୍ରେଣୀ ଛାତ୍ରୀଙ୍କ ଅକାଳ ମୃତ୍ୟୁ

ରାଇରଙ୍ଗପୁର/ ସତ୍ୟ ନାରାୟଣ ପାଲ:- ମୟୁରଭଞ୍ଜ ଜିଲ୍ଲା ତିରିଂ'ଥାନା ଝରାଡିହି ଫାଣ୍ଡି ଅନ୍ତର୍ଗତ ଗିଦିଘାଟୀ ଗ୍ରାମର ଜନୈକ ୧୦'ମ ଶ୍ରେଣୀ ଛାତ୍ରୀ'ଙ୍କ ଅକାଳ ବିୟୋଗ ଘଟିଛି।ସୂଚନାମୁତାବକ, ତାରଣା ଫାତୁ ମେମୋରିଆଲ ଉଚ୍ଚବିଦ୍ୟାଳୟ ର ୧୦'ମ ଶ୍ରେଣୀ ର ଛାତ୍ରୀ ଯମୁନା ଟୁଡୁ (୧୬) ପିତା ସୁଗଦା…
Read More...

ଆରପାରିରେ ରାଜେନ୍ଦ୍ରଙ୍କ ଭାଇ ମନିନ୍ଦ୍ର

ଧାମନଗର: ପରଲୋକରେ ରାଜେନ୍ଦ୍ରଙ୍କ ବଡଭାଇ ମନିନ୍ଦ୍ର ଦାସ । ଧାମନଗର ଉପନିର୍ବାଚନ ପାଇଁ ଚାଲିଛି ଗଣତି । ଏପଟେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଭାଇଙ୍କ ଦେହାନ୍ତ ଘଟିଛି ।ସୂଚନାମୁତାବକ, ମନିନ୍ଦ୍ର ଦାସଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ଖବର ବର୍ତ୍ତମାନ…
Read More...

ଚିକିତ୍ସା ଅଭାବରୁ ଚାଲିଗଲା ଜୀବନ

( ସୌମ୍ୟ ରଞ୍ଜନ ବିଶ୍ୱାଳ) : ଚିକିତ୍ସା ଅବହେଳାରୁ ଚାଲିଗଲା ନାବାଳିକା ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଏସସିବି ମେଡିକାଲରେ । ଏହି ଘଟରାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାୟୀ କାରି ରାସ୍ତା ଅବରୋଧ କରିଛନ୍ତି ମୃତକଙ୍କ ବାପା ଏବଂ ସ୍ଥାନିୟ ଲୋକେ । ଅଭିଯୋଗ ଅନୁଯାଇ…
Read More...