Browsing Tag

digapahandi

ଅକ୍ଟୋବର ୪ରେ ଦିଗପହଣ୍ଡି ବ୍ଲକର ଅଧ୍ୟକ୍ଷ ଉପନିର୍ବାଚନ

ଦିଗପହଣ୍ଡି: ଅକ୍ଟୋବର ୪ରେ ଦିଗପହଣ୍ଡି ଫୈସଲା । ଦିଗପହଣ୍ଡି ବ୍ଲକର ଅଧ୍ୟକ୍ଷ ଉପନିର୍ବାଚନ ଆସନ୍ତା ଅକ୍ଟୋବର ୪ରେ ଅନୁଷ୍ଠିତ ହେବ । ଅକ୍ଟୋବର ୪ରେ ନାମାଙ୍କନ, ଯାଞ୍ଚ , ପ୍ରତ୍ୟାହର ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଦରକାର ପଡିଲେ ସେହି ୪ରେ ମତଦାନ ହୋଇ ରେଜଲ୍ଟ ପ୍ରକାଶ ପାଇପାରେ ବୋଲି…
Read More...

ଜାଲ ସାର୍ଟିଫିକେଟ ଦେଇ ଫସିଲେ ଶିକ୍ଷୟିତ୍ରୀ

ଦିଗପହଣ୍ଡି: ଜାଲ ସାର୍ଟିଫିକେଟ ଦେଇ ଫସିଲେ ଶିକ୍ଷୟିତ୍ରୀ ।ଏହି ଘଟଣାଟି ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ନେହୁରୁ ବିଦ୍ୟାପୀଠରେ ଘଟିଛି । ଏହାପରେ ମାମଲା ରୁଜୁ କରିଛନ୍ତି ପାଂଟପୁରା ପୋଲିସ।ଶିକ୍ଷୟତ୍ରୀଙ୍କ ନାମରେ ଶିକ୍ଷା ବିଭାଗ ଏତଲା ଦେବା ପରେ ଶିକ୍ଷୟତ୍ରୀ ଜଣଙ୍କ …
Read More...

ଦିଗପହଣ୍ଡି ବସ୍ ଦୁର୍ଘଟଣା ଘଟଣା, ଆଜି କୋର୍ଟ ଚାଲାଣ ହେବେ ଗିରଫ ଡ୍ରାଇଭର

ଭୁବନେଶ୍ୱର: ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣା ମାମଲାରେ ସରକାରୀ ବସ ଡ୍ରାଇଭର ମାନସ ପ୍ରଧାନଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ଦିଗପହଣ୍ଡି ଥାନା ପୁଲିସ ତାଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା କରିବା ପରେ ଗିରଫ କରିଛି। ମାନସ…
Read More...

ଦିଗପହଣ୍ଡିରେ ଭୟଙ୍କର ବସ ଦୁର୍ଘଟଣା ନେଲା ୧୨ ଜୀବନ

ଗଞ୍ଜାମ: ସଡକ ଦୁର୍ଘଟଣା ନେଲା ୧୨ଜଣ ଜୀବନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ଆହୁରି ୬ଜଣଙ୍କୁ କେସିଜି କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨ଜଣ ଗୁରୁତର ଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ:…
Read More...