ହାଇହିଲ୍ ସ୍ୟାଣ୍ଡେଲ୍ କିଣିଦେଲେ ନାହିଁ ସ୍ୱାମୀ : ଥାନାକୁ ଗଲେ ସ୍ତ୍ରୀ….
ବ୍ୟୁରୋ : ହିନ୍ଦୁ ରୀତିନୀତି ଅନୁସାରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ସାତ ଜନ୍ମ ପାଇଁ ଗଢାହୁଏ । କିନ୍ତୁ ଆଜିର ସମାଜରେ ବିବାହ ଭଳି ପବିତ୍ର ବନ୍ଧନ ଶସ୍ତା ହୋଇଯାଇଛି । ଯେଉଁଥିପାଇଁ ଅବିବାହିତ ଯୁବଗୋଷ୍ଠୀଙ୍କ ବିବାହ ଉପରୁ ହିଁ ଭରସା ଧିରେ ଧିରେ କମିବାକୁ ଲାଗିଲାଣି । ସମ୍ପର୍କ ଏମିତି ମୋଡରେ…
Read More...
Read More...